Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲିଗୁଡାରେ ଗ୍ରୀଷ୍ମ ପ୍ରବାହ ବଢୁଛି : ୪୨ ଡିଗ୍ରୀ ପାର କଲା ପାରଦ : ବିଦ୍ୟୁତ୍ର ଲୁଚକାଳି ଖେଳରେ ଜନ ଅସନ୍ତୋଷ
ବାଲିଗୁଡା, ତା, ୨୪/୦୫: କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ସୂର୍ଯ୍ୟଙ୍କ ପ୍ରକୋପ ଅସହ୍ୟ ହୋଇପଡ଼ିଛି। ଚଳିତ ସପ୍ତାହରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ!-->…
ମ୍ୟାଲେରିଆ ନିରାକାରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖାମା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ବାରଖମା ଏବଂ କ.ନୂଆଗାଁ ଦାୟିତ୍ୱ ରେ ଥିବା ଜିଲ୍ଲା ଭେକ୍ଟ ଭାଇଟା ନିୟନ୍ତ୍ରଣ ତଦାରଖ କାରୀ ସମୀର କୁମାର ପଟନାୟକ ଙ୍କ ନେତୃତ୍ୱରେ ଦିନିକିଆ ଏ ସି ଏମ ଛିଞ୍ଚାନ ତାଲିମ୍ ଶିବିର!-->…
ନୟାଗଡ଼ ଜିଲ୍ଲାରୁ ୩ ଜଣଙ୍କୁ ମିଳିଲା ରାଜ୍ୟ ସ୍ତରୀୟ ପୁରସ୍କାର…
ନୟାଗଡ:ଗାନ୍ଧୀ ଛାତ୍ର ଫୋରମ ଏବଂ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ମିଳିତ ଆନୁକୁଲ୍ୟରେ ଭାରତ ରତ ରନୂ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀଙ୍କ ୩୫ ତମ ତିରୋଧାନ ଦିବସ ଜୟନ୍ତୀ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହୋଇସାରିଛି । ମୁଖ୍ୟ ଅତିଥି ଭାବେ – ଜଷ୍ଟିସ ଡି ପି!-->…
ନୟାଗଡରେ ଘନଘନ ବିଜୁଳି କାଟ ନେଇ ବିଧାୟକ ଅରୁଣ ସାହୁଙ୍କ ସାମ୍ବାଦିକ ସମ୍ମିଳନୀ…
ନୟାଗଡ଼ :ପ୍ରଚଣ୍ଡ ଗ୍ରୀଷ୍ମର ଘାତକ ଅଗ୍ନିବର୍ଷା ସମୟରେ ଯେତେବେଳେ ଜନ ସାଧାରଣ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେତିକିବେଳେ ଭାରପ୍ରାପ୍ତ ଟାଟା ପାୱାର ଯେଭଳି ଖାମଖିଆଲି ମନୋଭାବ ଢଙ୍ଗରେ ବିଜୁଳି ଶକ୍ତି ପରିଚାଳନା କରି ବିଦୂତ କାଟ କରି ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଘୋର ସଙ୍କଟ!-->…
ଦଳୀୟ କର୍ମୀଙ୍କୁ ଖୁସି ପାଇଁ ଆସିକା ପୂର୍ତ୍ତ ବିଭାଗ ତତ୍ପରତା :ବିନା ଟେଣ୍ଡର ରେ ଚାଲିଛି ଏଫ-ଟୁ କାମ ……!
ବ୍ରହ୍ମପୁର:ପୂର୍ବ ସରକାର ସମୟରେ ଇ-ଟେଣ୍ଡର କରିବା ବାଧ୍ୟତା ମୂଳକ ଥିବା ବେଳେ ସେଥିରେ ପରିବର୍ତନ କରାଯାଇ ଶାସକ ଦଳର କର୍ମୀ ମାନଙ୍କୁ କାମ ଦେଇ ସରକାରୀ ଅର୍ଥ ଲୁଟ ହେଉଥିବା ଆଲୋଚନା ହେଉଛି। କୌଣସି ସ୍ଥାନରେ ବାଲି କିମ୍ବା ଗୁଡ଼ି ଟିକେ ପଡ଼ିନାହିଁ କିନ୍ତୁ କାମ ହେଉଛି । ଚଳିତ ବର୍ଷ!-->…
ହିଞ୍ଜିଳି ଠାରେ ବିଜେପି ପ୍ରଶିକ୍ଷଣ ଶିବିରରେ ଆସିକା ବିଧାୟକ ହଟହଟା……!
ହିଞ୍ଜିଳିକାଟୁ / ବ୍ରହ୍ମପୁର : ଗତ ଶୁକ୍ରବାର ଦିନ ହିଞ୍ଜିଳି ଠାରେ ଥିବା ରୟାଲ ପେଲେସ ଠାରେ ବିଜେପିର ପ୍ରଶିକ୍ଷଣ ଶିବିରର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଜେପି ଦଳୀୟ କର୍ମୀ ଓ ନେତା ମାନେ ଯୋଗ ଦେଇଥିଲେ। ଖାଇବା ଖାଦ୍ୟକୁ ନେଇ ଆସିକା ବିଧାୟକ କୁଆଡେ ପ୍ରତିବାଦ କରିବା!-->…
କୋରାପୁଟ ଗସ୍ତରେ ସଚିବ ବି. ପରମେଶ୍ୱରନ: ସରକାରୀ ଯୋଜନା ଓ ଜୀବିକା କାର୍ଯ୍ୟକ୍ରମର କଲେ ସମୀକ୍ଷା
କୋରାପୁଟ (୨୩/୦୫): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ବି. ପରମେଶ୍ୱରନ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ବିଶେଷ କରି କୋରାପୁଟ ବ୍ଲକ!-->!-->!-->…
ନବରଙ୍ଗପୁରରେ ନୂଆ ପ୍ରାଇମେରୀ ସବଷ୍ଟେସନ ଉଦଘାଟନ କଲା ଟିପିଏସ୍ଓଡିଏଲ୍
୭ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା
ଝରିଗାଁ ବ୍ଲକ୍ ଚଚାଠାରେ ସ୍ଥାପିତ ହେଲା ଏହି ନୂଆ ସବଷ୍ଟେସନ
ବ୍ରହ୍ମପୁର : ମଇ- ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚଚା ପଞ୍ଚାୟତଠାରେ ଟିପି!-->!-->!-->!-->!-->…
ମାନସିକ ଅନଗ୍ରସର ଯୁବକଙ୍କୁ ପରିବାରକୁ ହସ୍ତାନ୍ତର କଲା ଓଡ଼ଗାଁ ପୋଲିସ…
ନୟାଗଡ:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଏକ ମାନସିକ ଭିନ୍ନକ୍ଷମ ଯୁବକକୁ ପରିବାରକୁ ହସ୍ତାନ୍ତର ପରେ ଅନେକ ଦିନପରେ ପୁଅକୁ ଫେରି ପାଇ ଖୁସି ବ୍ୟକ୍ତ କରିବା ସହିତ ଓଡ଼ଗାଁ ପୋଲିସ କୁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇଛନ୍ତି।ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ଓଡ଼ଗାଁ ଏନଏସି ସହିତ!-->…
ଛତ୍ରପୁରଠାରେ ଓଡିଶା ମାନବାଧିକାର କମିଶନଙ୍କ କ୍ଯାମ୍ପ କୋର୍ଟ ଅନୁଷ୍ଠିତ
୨୨ଟି ମାମଲାର ତତ୍କାଳ ସମାଧାନ ଓ ୭ଟି ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ତଲବ
ଛତ୍ରପୁର : ଓଡିଶା ମାନବାଧିକାର କମିଶନ ତରଫରୁ ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ଯାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ!-->!-->!-->…