Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ: ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
ବାଲିଗୁଡା : ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲୀ ଓଝାଙ୍କ ସପକ୍ଷରେ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସରପଞ୍ଚ ସଂଘ ଅଣ୍ଟା ଭିଡ଼ି ନ୍ୟାୟ ପ୍ରଦାନ ଦାବୀ କରି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ମହିଳା ସରପଞ୍ଚଙ୍କୁ ନ୍ୟାୟ ନ ମିଳିବା!-->…
ସାତ ଦଫା ଦାବିରେ ଗରିବ ସେନା ପକ୍ଷରୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଘେରାଉ: ମାସକ ମଧ୍ୟରେ ସମାଧାନ ନହେଲେ ଚକବନ୍ଦ…
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଥିବା ଏକମାତ୍ର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଚାଲିଥିବା ଡାକ୍ତର ଓ ଆବଶ୍ୟକ ଉପକରଣର ଚରମ ଅଭାବକୁ ନେଇ ଗତକାଲି ‘ଗରିବ ସେନା’ ପକ୍ଷରୁ ହସ୍ପିଟାଲ ଘେରାଉ କରାଯାଇଥିଲା। ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରଶାସନ ନିକଟକୁ ଏକ ସାତ!-->…
ଆସିକା ରେ ଚୋରା ସୁନା କାରବାର ର ବେନାମ ବାଦଶାହା : ଏବେ ସମାଜ ସେବୀ ପରିଚୟ ପାଇଁ ବ୍ୟାକୁଳ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ମହାତ୍ମାଗାନ୍ଧୀ ରୋଡ଼ ମୁଖ୍ୟ ବଜାର ସାହିରେ ସୁନା ଦୋକାନ କରି ଚୋରା ସୁନା କ୍ରୟ କରି ମାଲାମାଲ ହୋଇ ନିଜକୁ ମନ୍ତ୍ରୀ ଭାବୁ ଥିବା ବ୍ୟକ୍ତି ସମାଜ ସେବା କରିବା କୁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ସାଧାରଣ ଏବଂ ଖଟିରେ ଚର୍ଚ୍ଚା । ଛୋଟ ଛୋଟ!-->!-->!-->…
ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ୩ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ, କୋର୍ଟ ଚାଲାଣ
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସ୍ପର୍ଶକାତର ଅଭିଯୋଗ ସାମ୍ନାକୁ ଆସିଛି। ପୋଲିସ ଏହି ମାମଲାରେ ତତ୍ପରତା ପ୍ରକାଶ କରି ଅଭିଯୋଗର ମାତ୍ର ୩ ଘଣ୍ଟା ମଧ୍ୟରେ ତିନିଜଣଯାକ!-->!-->!-->!-->!-->…
୧୭ ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୬: ବ୍ରଦର୍ଶ ଇଲେଭେନ୍ ଚାମ୍ପିଅନ
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ) ଫାଇନାଲ ମ୍ୟାଚ୍ ରେ ବ୍ରଦର୍ଶ ଇଲେଭେନ ଚାମ୍ପିଅନ ହୋଇଥିବା ବେଳେ ଏକ୍ସଟ୍ରୀମ ବ୍ଲାଷ୍ଟର ରନର୍ଶଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ବର୍ଷା!-->…
ଏକ ବର୍ଷ ଧରି ବାଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଶିକ୍ତ ଦିଗାଳଙ୍କ ଉପରେ ପ୍ରଶାସନର ଦୃଷ୍ଟି ପଡିଲା : ସମସ୍ତ ଭତ୍ତା ପ୍ରାପ୍ୟ…
ବାଲିଗୁଡା , ୧୭/୦୬ : କନ୍ଧମାଳ ଜିଲ୍ଲାର ଅନେକ ଗରିବ ଓ ଅସହାୟ ଲୋକେ ଭତ୍ତା ନ ପାଇ ଏବେ ଯନ୍ତ୍ରଣା ଦାୟକ ଜୀବନ ଜିଉଁଛନ୍ତି । ଆଉ ଯେଉଁ ମାନେ ଭତ୍ତା ଟଙ୍କା ଉପରେ ନିର୍ଭର କରି ପେଟ ପୋଷନ୍ତି, ସେହିମାନେ ଏବେ ଭତ୍ତା ନ ପାଇ ଅଧୂକ କଲବଲ ହେବାରେ ଲାଗିଛନ୍ତି । ଏମିତି ଜଣେ ବୃଦ୍ଧ ହିତାଧୁକାରୀ!-->…
ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା, ଡାକ୍ତରଙ୍କୁ ମାଡ଼ ଅଭିଯୋଗ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ଅକାଳ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା। ମୃତକଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ଡ୍ୟୁଟିରେ ଥିବା ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା!-->!-->!-->…
ଆସିକା ଠାରେ ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ ଆସିକା କାଳଷଣ୍ଢପୁର ସ୍ଥିତ ମେରୁମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ।ଆସିକା ଠିକାଦାର ସଂଘ ପକ୍ଷରୁ ଡକାଯାଇଥିବା ବୈଠକ ରେ ଜିଲ୍ଲାର ସମସ୍ତ ବ୍ଲକର ଶତାଧିକ ଠିକାଦାର ଏହି ବୈଠକ ରେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ସମସ୍ୟା ହେଲା ଅତ୍ୟଧିକ ଲେସ!-->…
ଶେଷରଜ ସନ୍ଧ୍ୟାରେ ଗଣ୍ଡିଆଗୁଡ଼ା ବସ୍ତିରେ କୁଇଜ୍ ଓ ପୁରସ୍କାର ବିତରଣ
ମାଲକାନଗିରି : ରଜପର୍ବର ଶେଷ ସନ୍ଧ୍ୟାକୁ ସ୍ମରଣୀୟ କରିବା ପାଇଁ ମାଲକାନଗିରି ସହରର ୱାର୍ଡ ନଂ–୧୮ ଗଣ୍ଡିଆଗୁଡ଼ା ବସ୍ତିରେ ଏକ ନିଆରା କୁଇଜ୍ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବସ୍ତିର!-->!-->!-->…
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ତିରୋଧାନ ଦିବସ ପାଳନ
ପାଠ୍ୟକ୍ରମରେ ନୀତିଗତ ଶିକ୍ଷା ପ୍ରଚଳନ ପାଇଁ ପୂଜ୍ୟ ପୂଜା ସମିତିର ଆହ୍ଵାନ
ବ୍ରହ୍ମପୁର : ଦେଶପ୍ରେମ ଓ ମାନବ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ମୃତ୍ୟୁ ବାର୍ଷିକୀରେ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟପୂଜା ସମିତି ପକ୍ଷରୁ ଆଜି ସ୍ଥାନୀୟ ଗିରିରୋଡ ଛକ ସ୍ଥିତ!-->!-->!-->…