Browsing Category

ଅପରାଧ

ଆସିକା ବିଜୁପଟ୍ଟନାୟକ ଛକରେ ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ଜବତ ଦୁଇ ଗିରଫ….

ବ୍ରହ୍ମପୁର: ପାର୍ବଣ ଋତୁକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ସାଙ୍ଗକୁ ଯାଞ୍ଜ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସିକା ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ଼ ପେଟ୍ରୋଲିଙ୍ଗ ବେଳେ ବିଜୁପଟ୍ଟନାୟକ ଛକରୁ ବିପୁଳ ମରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଯୁବତୀ

ମାଟି ତଳୁ ବାହାରିଲା କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ

ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଟି ତଳୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ପୁଲିସ୍‌ ଶୁଭମିତ୍ରାଙ୍କ ମୃତଦେହକୁ ବାହାର କରିଛି। କେନ୍ଦୁଝର ପୁଲିସ୍ ଅଭିଯୁକ୍ତ ଦୀପକକୁ ମୃତଦେହ

ବାଲିହରଚଣ୍ଡି ପୀଠରେ ଯୁବତୀଙ୍କୁ ଗଣଦୁର୍ଷମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ବାଲିହରଚଣ୍ଡି ପୀଠରେ ଯୁବତୀଙ୍କୁ ଗଣଦୁର୍ଷମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କଲା ପୁରୀ ପୋଲିସ । ମୋଟ୍ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ ।

ଅବକାରୀ ବିଭାଗ ହାତରେ ୬ ଜଣ ଗଞ୍ଜେଇ ମାଫିଆ :ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ…..!

ବ୍ରହ୍ମପୁର: ଅବକାରୀ ବିଭାଗ ଏବେ ଆକ୍ଟିଭ ଏବଂ ଆକ୍ସନ ମୁଡ଼ ରେ, ଗଞ୍ଜେଇ ମାଫିଆ ମାନଙ୍କ ଆଡ୍ଡା ଉପରେ ଚଢ଼ାଉ କରି ଗୋଡ଼ାଇ ଗୋଡ଼ାଇ ଧରୁଛି। ଓଡିଶା ରାଜ୍ୟ ଅବକାରୀ ଆଯୁକ୍ତ ପି. ଅନ୍ଵେଷା ରେଡ୍ଡୀ ଓ ଅବକାରୀ ଯୁଗ୍ମ ଆଯୁକ୍ତ ତଥା ଭାରପ୍ରାପ୍ତ ଅବକାରୀ ଉପ-ଆଯୁକ୍ତ, ଦକ୍ଷିଣାଞ୍ଚଳ ଡମ୍ବରୁ ଧର

ଜୀବନକୁ ବାଜୀ ଲଗାଇ ନଳବଣ୍ଟାରେ ଜୋର ଦାର ବାଣ ପ୍ରସ୍ତୁତି …!

ପ୍ରଶାସନ ର ତତ୍ୱାବଧାନ ରେ କଞ୍ଚାମାଲ ବାହାରୁ ଆଣି ଗଚ୍ଛିତ କରାଯାଉଛି….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନଳବଣ୍ଟା ଗ୍ରାମ ମିନି ଶିବକାଶୀ ଭାବେ ଚର୍ଚ୍ଚିତ ହୋଇରହିଛି। ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ନଳବଣ୍ଟା ଗାଁ ରହିଛି। ଏଠାକାର ହାତ ତିଆରି ବାଣ ର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ

ବ୍ରହ୍ମପୁରରେ ଅବକାରୀ ପୋଲିସର ବଡ଼ ଧରଣର ଚଢ଼ାଉ : ୧୪୨ ଗ୍ରାମ ବ୍ରାଉନସୁଗାର ଜବତ, ମା-ପୁଅଙ୍କ ସମେତ ୪ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଅବକାରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। 'ଅପରେସନ ପ୍ରହାର' ଅନ୍ତର୍ଗତ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ

ନାବାଳିକାଙ୍କୁ ବଳାତ୍କାର ଘଟଣା : ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ : ବ୍ୟବହୃତ ଗାଡି ଜବତ…

ବାଲିଗୁଡା, ତା, ୦୯/୦୯: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶିକାର ହୋଇଥିଲେ ଉକ୍ତ ମାମଲାରେ ଅଭିଯୁକ୍ତକୁ ପୋଲିସ ଦାରିଙ୍ଗବାଡିରୁ ଗିରଫ କରିଛି।

ଚୋରା ସୁନାର ହୋବ୍ ଆସିକା : ଖବର ପ୍ରକାଶ ପରେ ପ୍ରଶାସନ ର ସ୍କାନର ରେ କାମେଶ୍ୱର ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଚୋରା ସୁନା କ୍ରୟ କରିବାରେ ରାଜ୍ୟରେ ପ୍ରଥମ ସ୍ଥାନ ହେବାର ନଜିର ରହିଛି। କେତେବେଳେ ସୁନୀଲ ତ କେତେବେଳେ କାମେଶ୍ୱରଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅମାପ ସମ୍ପତ୍ତିର ପାହାଡ଼ ଉପରେ ବସି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟୁ ଥିବା