Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଆସିକା ରେ ଖଣି ବିଭାଗ ସକ୍ରିୟ ଚୋରା ବାଲି ଧରାପଗଡ଼…..!
ଚୋରା ବାଲି ମାଫିଆ ପଛରେ କିଏ....???ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଲଘୁ ଖଣିଜ ଦ୍ରବ୍ୟ ରୀତିମତ ଲୁଟ ହେଉଛି। ବଡ଼ନଦୀ ଓ ଋଷି କୂଲ୍ୟା ନଦୀରୁ ବେଧଡ଼କ ଚୋରା ବାଲି ଚାଲାଣ ହେଉଛି। ଆସିକା ଅଞ୍ଚଳର ବାଲି ମାଫିଆ ମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଛୁଟ ମିଳିଥିବା ଅନୁମାନ!-->…
ବୋଲେରୋରୁ ବିଦେଶୀ ମଦ ଜବତ…
କାଲିମେଳା,୧୮|୭ କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୋଣ୍ଡା ପଂଚାୟତ ସଙ୍ଗେଲ ଗ୍ରାମରୁ ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନିର୍ଦେଶ କ୍ରମେ ଏଏସଆଇ ରାମ ନାଥ ମୁଦୁଲିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ!-->…
ଡବଲ ଇଞ୍ଜିନ ର ଡବଲ ଧମାକା :ବ୍ରହ୍ମପୁର ରେ ପୁଣି ଜଣେ ମହିଳା ଗଣ ଦୁଷ୍କର୍ମ ର ଶିକାର…!
ଘଟଣା ର ସତ୍ୟା ସତ୍ୟ କୁ ନେଇ ଅନେକ ପ୍ରଶ୍ନ...!!
ରେଳବାଇ ଚାକିରି ଦେବାର ଠକ ମାଷ୍ଟର ମାଇଣ୍ଡ ଭୁବନେଶ୍ୱର ରୁ ଗିରଫ……!.
ଦଲାଲ ଙ୍କ ପଛରେ ଦଲାଲ, ପୋଲିସ ର ନାମ ନେଇ କରୁଛନ୍ତି ନିରୀହ ଲୋକଙ୍କୁ ବ୍ଲାକ ମେଲ...!
ଏହି ଦଲାଲ ମାନେ ପୋଲିସ ର ଗେଲ୍ହା ପୁଅ ବୋଲି ଶୁଣିବାକୁ ମିଳୁଛି...
ବ୍ରହ୍ମପୁର: ଉଚ୍ଚଶିକ୍ଷା ଗ୍ରହଣ ପରେ ହଜାର ହଜାର ଛାତ୍ର ଚାକିରି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହାର ସୁଯୋଗ ନେଇ ଠକ!-->!-->!-->!-->!-->…
ବ୍ରହ୍ମପୁର ସହରରେ ସାହି ସାହିରେ ଦେଶୀ, ବିଦେଶୀ ମଦର ବନ୍ୟା…..!
ଧଳା ଜହର ବଳୟ ରେ ଲାଞ୍ଜିପଲ୍ଲୀ ଓ ମେଡିକାଲ କଲେଜର ଖେଳ ପଡିଆ..!
ଦୁର୍ବୁତ୍ତଙ୍କ ଆକ୍ରମଣରେ ୱେବ ଚ୍ୟାନେଲ ସାମ୍ବାଦିକ ମୃତ…
ମାଲକାନଗିରି, ୧୩।୭ ମାଲକାନଗିରି ଜିଲ୍ଲା ରେ ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଜଣେ ମୃତ, ମୃତକ ଜଣଙ୍କ ଜଣେ ୱେବ ଚେନାଲ ର ସାମ୍ବାଦିକ ବୋଲି ସୂଚନା ମିଳିଛି। ମୃତକ ଙ୍କ ନାଁ ସିଏଚ ନରେଶ। ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ ନରେଶ ଓ ଅନ୍ୟ!-->…
ଯୁବକଙ୍କ ଜୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା ସନ୍ଦେହ..!
ଉମରକୋଟ:- ( ୦୭/୦୭/୨୦୨୫) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୮ ନଂ ଡିଏନକେ ଅଞ୍ଚଳରେ ଥିବା କଇଲାଗୁଡ଼ା ଆଧିବାସୀ ଗ୍ରାମର ଏହି ରାସ୍ତାର ପାଖରେ ଥିବା ଡୁମୁର ଗଛରେ ଚନ୍ଦନ ବରକନ୍ଦାଜ (ଆନୁମାନିକ ବୟସ ୨୬ ବର୍ଷ), ପିତା- ସାଗର ବରକନ୍ଦାଜ ଙ୍କ ଜୁଲନ୍ତା ଶବ ଦେଖିବାକୁ!-->!-->!-->…
ବ୍ରହ୍ମପୁର ରେ ପୁଣି ମୁଣ୍ଡ ଗଡ଼ିଲା : ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି ବେଲଗାମ୍ ଅପରାଧ..
ପୋଲିସ ପାଇଁ ସଂଗଠିତ ଅପରାଧ ଚିନ୍ତା ଜନକ...
ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରୁ ଚୋରୀ, ଜଣେ ଗିରଫ…
ହିଞ୍ଜିଳିକାଟୁ, ତା ୨୮।୬(): ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଚୋରୀ କରୁଥିବା ବେଳେ ଚିକିତ୍ସାଳୟ କର୍ମଚାରୀ ଜଣେ ଯୁବକଙ୍କୁ କାବୁ କରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି କାବୁ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ!-->…
ଚିକିଟୀରେ ଜଘନ୍ୟ କାଣ୍ଡ: ପ୍ଲାଷ୍ଟିକ ପାଇପରେ ପିଟି ପିଟି ମା’କୁ ହତ୍ୟା କଲା ପୁଅ…
ଚିକିଟୀ: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କେ.ନୂଆଗାଁ ଥାନା ଅନ୍ତର୍ଗତ କରବାଲୁଆ ଗ୍ରାମରେ ଜଣେ ପୁଅ ପ୍ଲାଷ୍ଟିକ ପାଇପରେ ପିଟି ପିଟି ନିଜ ଜନ୍ମକଲା ମା'କୁ ହତ୍ୟା କରିଛି। ଏହି ନୃଶଂସ କାଣ୍ଡ ଘଟାଇବା ପରେ ଗ୍ରାମବାସୀମାନେ ଅଭିଯୁକ୍ତ!-->…