Browsing Category

ଅପରାଧ

ଆସିକା ରେ ଚାଞ୍ଚଲ୍ୟ ବନ୍ଧୁକ ଦେଖେଇ ମାଆ ପୁଅ ଠୁ ଲୁଟି ନେଲେ ତିନି ଲକ୍ଷ ଟଙ୍କା ….

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ନିରାଳ ୠଷିପୁର ରାସ୍ତା ନିକଟରେ ମାଆ ପୁଅ କୁ ବନ୍ଧୁକ ଓ ଛୁରୀ ଦେଖେଇ ଜୀବନରେ ମାରି ଦେବାକୁ ଧମକ ଦେଇ ତିନି ଲକ୍ଷ ଟଙ୍କା ଲୁଟି ନେଲେ ଚାରି ଦୃର୍ବୁତ୍ତ l ସୂଚନା ଅନୁସାରେ ମା ମହାଲକ୍ଷ୍ମୀ ଏସ. ଏଚ. ଜି ଗ୍ରୁପ ର ଛବିତା ବେହେରା ଓ ପାଞ୍ଚ ଜଣ

ଗଞ୍ଜାମ ଜିଲ୍ଲା ରେ ଅପରାଧି ଗୋଷ୍ଠି ସକ୍ରିୟ : ପୋଲସରା ରେ ଜଣେ ପରିବା ଦୋକାନୀ କୁ ମରଣାନ୍ତକ ଆକ୍ରମଣ…

ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା... ବ୍ରହ୍ମପୁର: ଅଶାନ୍ତ ଗଞ୍ଜାମ ଜିଲ୍ଲା ଦିନକୁ ଦିନ ବଢିଚାଲିଛି ଅରାଜକତା, ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ l ଏଠାରେ ସୂଚନା ଥାଉକି ପୋଲସରା ସହର ଗୋପବନ୍ଧୁ ହାଇସ୍କୁଲ ଛକ ନିକଟ ପରିବା ଦୋକାନ ରେ ବସିଥିବା ଦୋକାନୀ କୁ ଧାରୁଆ

ଆସିକା ରେ ଖଣି ବିଭାଗ ସକ୍ରିୟ ଚୋରା ବାଲି ଧରାପଗଡ଼…..!

ଚୋରା ବାଲି ମାଫିଆ ପଛରେ କିଏ....???ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଲଘୁ ଖଣିଜ ଦ୍ରବ୍ୟ ରୀତିମତ ଲୁଟ ହେଉଛି। ବଡ଼ନଦୀ ଓ ଋଷି କୂଲ୍ୟା ନଦୀରୁ ବେଧଡ଼କ ଚୋରା ବାଲି ଚାଲାଣ ହେଉଛି। ଆସିକା ଅଞ୍ଚଳର ବାଲି ମାଫିଆ ମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଛୁଟ ମିଳିଥିବା ଅନୁମାନ

ବୋଲେରୋରୁ ବିଦେଶୀ ମଦ ଜବତ…

କାଲିମେଳା,୧୮|୭ କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୋଣ୍ଡା ପଂଚାୟତ ସଙ୍ଗେଲ ଗ୍ରାମରୁ ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନିର୍ଦେଶ କ୍ରମେ ଏଏସଆଇ ରାମ ନାଥ ମୁଦୁଲିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ

ରେଳବାଇ ଚାକିରି ଦେବାର ଠକ ମାଷ୍ଟର ମାଇଣ୍ଡ ଭୁବନେଶ୍ୱର ରୁ ଗିରଫ……!.

ଦଲାଲ ଙ୍କ ପଛରେ ଦଲାଲ, ପୋଲିସ ର ନାମ ନେଇ କରୁଛନ୍ତି ନିରୀହ ଲୋକଙ୍କୁ ବ୍ଲାକ ମେଲ...! ଏହି ଦଲାଲ ମାନେ ପୋଲିସ ର ଗେଲ୍ହା ପୁଅ ବୋଲି ଶୁଣିବାକୁ ମିଳୁଛି... ବ୍ରହ୍ମପୁର: ଉଚ୍ଚଶିକ୍ଷା ଗ୍ରହଣ ପରେ ହଜାର ହଜାର ଛାତ୍ର ଚାକିରି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହାର ସୁଯୋଗ ନେଇ ଠକ