Browsing Category

ଅପରାଧ

ମାଙ୍କଡ଼ା ପଥର ଖଣିରେ ଚଢାଉ ଟ୍ରକ ଜବତ…

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ମାଙ୍କଡ଼ା ପଥର ଖଣିରେ ନୟାଗଡ଼ ଖଣି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଚଢାଉ କରାଯାଇ ମାଙ୍କଡ଼ା ଖଣିରୁ ଗୋଟିଏ ଟ୍ରକ ଓଆର ୦୯ଇ ୧୭୬୬ ନମ୍ୱର୍ କୁ ଜବତ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଜେସିବି ସହିତ ଗୋଟିଏ

ଗଞ୍ଜାମ ଜିଲ୍ଲାରେ ଛତୁ ଫୁଟିଲା ଭଳି ଔଷଧ ଦୋକାନ : ଅନବିଜ୍ଞ ଓ ଅପାଠୁଆ ଙ୍କ ଦ୍ୱାରା ଔଷଧ ବିକ୍ରି…..!

ନିଘୋଡ଼ ନିଦ ରେ ଜିଲ୍ଲା ଔଷଧ ଅଧିକାରୀ ଓ ଜିଲ୍ଲା ପ୍ରଶାସନ..! ରୋଗୀଙ୍କ ଜୀବନ ସହ ଖେଳୁ ଛନ୍ତି ଅନବିଜ୍ଞ ଔଷଧ ଦୋକାନୀ କର୍ମଚାରୀ ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଡ୍ରଗ୍ସସ ବିଭାଗ ଏବେ କୋମାରେ। ଜିଲ୍ଲାର କୋଣ ଅନୁକୋଣ ରେ ଛତୁ ଫୁଟିଲା ଭଳି ଔଷଧ ଦୋକାନ ଖୋଲାଯାଇଛି। ପ୍ରତିଯୋଗିତା

ଗଞ୍ଜାମ ପୋଲିସ କୁ ବଡ଼ ସଫଳତା : ଆସିକା ପୋଲିସ ହାତରେ ସର୍ବାଧିକ ମାଳ ମାଳ ମାଉଜର……!

ମାଫିଆ ମାନଙ୍କୁ ଖୋଜି ଖୋଜି ସେମାନଙ୍କ ଆଡ୍ଡା ଉପରେ ଚଢ଼ାଉ ଜାରି…..! ବ୍ରହ୍ମପୁର //ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିଗିଡିବା ପରେ ପୋଲିସ ଏବେ ଆକ୍ସନ ମୁଡ଼ରେ ଆସିଛି। ଗଞ୍ଜାମ ଏ.ସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସନ୍ତୋଷ

କୁଶଢିପି ଗ୍ରାମରୁ ୬ ଖଣ୍ଡ ଶାଳଗଣ୍ଡି ଜବତ କଲା ଓଡ଼ଗାଁ ବନ ଖଣ୍ଡ….

ନୟାଗଡ଼: ନୟାଗଡ଼ ଜିଲ୍ଲା କାଠ ମାଫିଆ ମାନଙ୍କ ଅମରାବତୀ କହିଲେ କିଛି ଭୁଲ ହେବ ନାହିଁ କିଛି ଅସାଧୁ କର୍ମଚାରୀ ମାନଙ୍କୁ ହାତ ବାରିସୀ କରି ଜଙ୍ଗଲ ରୁ ବହୁ ମୂଲ୍ୟବାନ କାଠ କାଟି ଜିଲ୍ଲା ଓ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଛି ବୋଲି ଅନେକ ଅଭିଯୋଗ ଆସୁଛି l ସୂଚନା ଥାଉକି ଅନେକ ଦିନ ପରେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ, ବାପା ପୁଅ ଗୁରୁତର…

ହିଞ୍ଜିଳିକାଟୁ, ତା ୧୫।୪(): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟିଛି। ଗୋଟିଏ ପରିବାରର ଶାବଳରେ ଆକ୍ରମଣରେ ଅପର ପକ୍ଷର ଏକ ପରିବାରର ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା

ପୁଣି ଅଶାନ୍ତ ଗଞ୍ଜାମ ଜିଲ୍ଲା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ୨ ଆହତ…

ହିଞ୍ଜିଳିକାଟୁ, ତା ୧୩।୪: ଦଣ୍ଡନାଚ ଦେଖିବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି। ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଲିଙ୍କୁ ନାହାକ ଓ ଅମନ ନାହାକ । ପୁଲିସ ସୂଚନା ପ୍ରକାରେ ଶୁକ୍ରବାର ରାତିରେ

ନାବାଳିକା କୁ ଅସଦାଚରଣ : ଯୁବକ ଗିରଫ…

ନୟାଗଡ଼: ଓଡ଼ଗାଁ ଥାନା ଏନଏସି ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଓଡ଼ଗାଁ ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାର ବୟାନ ରେକର୍ଡ କରାଯାଇଛି । ଗିରଫ ଯୁବକ ଜଣକ ନିକଟସ୍ଥ ସାକେରି ଗ୍ରାମର ମାନସ ପ୍ରଧାନ(୨୧) । ଗତ ୭ ତାରିଖ ଦିନ ମାନସ

ବେଆଇନ ମହୁଲ ଗୋଦାମରେ ଅବକାରୀ ଚଢ଼ାଉ : ଲକ୍ଷାଧିକ ଟଙ୍କାର ମହୁଲ ଜବତ

ବାଲିଗୁଡା,: ତା, ୧୦/୦୪ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଏକ ବେଆଇନ ମହୁଲ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ ଟି ଛୋଟ ବଡ଼ ବସ୍ତାରେ ଭର୍ତ୍ତି ମହୁଲ ଫୁଲକୁ ଜବତ କରିଛି। ବିଭାଗ, ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ