Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମାଲକାନଗିରି ଜିଲ୍ଲାରେ ବଢୁଛି ସ୍କୁଲ ପିଲାଙ୍କ ଆତ୍ମ ହତ୍ୟା : ଜଙ୍ଗଲ ମଧ୍ୟରୁ ୨ସ୍କୁଲ ଛାତ୍ରୀଙ୍କ ମୃତଦେହ…
ଜିଲ୍ଲା ପ୍ରଶାସନ କୁ ଫିକର ନାହିଁ...!!
କୃଷି ବିଭାଗକୁ ଲୁଟୁଛନ୍ତି ୫ ଏନଜିଓ…!
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ସାଙ୍ଘାତିକ ଜାଲିଆତି ହୋଇଛି ।ଚାଷ ନକରି ଚାଷୀ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଭୁଆଁ ବୁଲାଉଛି ବିଭାଗ । ମାଣ୍ଡିଆ ଚାଷକୁ ଲୋକାଭିମୁଖୀ କରିବା ପାଇଁ ନୟାଗଡ଼ ଜିଲ୍ଲାର ୫ଟି ବ୍ଲକ ପାଇଁ ୫ଟି ଏନଜିଓ କୁ ରାଜ୍ୟ ସରକାର ଦାୟିତ୍ବ ଦେଇଥିଲେ ।!-->…
ଧରାକୋଟ ବ୍ଲକ ରେ କଟନୀ ଛଟନୀ ଓଜନ ରେ ଠକେଇ କହି ମିଲେର ମାନଙ୍କ ଠାରୁ ବଟି ଆଦାୟ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ମୁଣ୍ଡ ମରାଇ ଓ କୁଶରାବ ଠାରେ ଥିବା ମିଲେର ମାନେ ଗମ ଧାନ ବୋଲି ସ୍ୱଳ୍ପ ଟଙ୍କା ରେ ଚାଷୀ ମାନଙ୍କ ଠାରୁ ଧାନ ନେଉଥିବା ଅଭିଯୋଗ ଆଣି ତିନି ଜଣ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ଵାଲା ୪୫ ହଜାର ଟଙ୍କା ଦାବୀ କରି ନେଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।!-->…
ହଷ୍ଟେଲ ପଛରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ…
ଶିକ୍ଷା ବର୍ଷ ମଧ୍ୟରେ ୬ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ...
ଧରାକୋଟ ବ୍ଲକ ରେ ଗମ ଧାନ ବୋଲି ସ୍ୱଳ୍ପ ଅର୍ଥ ଦେଇ ଚାଷୀଙ୍କୁ ଲୁଟୁଛନ୍ତି ମିଲର..!
ମାନ ନିର୍ଧାରଣ କରୁଥିବା ପ୍ରଶାସନ ବଟି ନେଇ ନୀରବ..!
ଏବେ ମିଲେର ମାନଙ୍କୁ ଗମ ଧାନର ଭିଜୁଆଲ ଦେଖାଇ ଲୁଟୁ ଛନ୍ତି ଗୋଦି ମିଡ଼ିଆ ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଏବେ ଚାଷୀ ମାନଙ୍କ ଦୁଃଖ ନକହିଲେ ଭଲ ଧରାକୋଟ ବ୍ଲକର!-->!-->!-->…
ଗଞ୍ଜାମ ଜିଲ୍ଲା ରେ ଚୋରା ବାଲି ମାଫିଆ ମୁହାଁ ମୁହିଁ : ମୁଣ୍ଡ ଗଡ଼ିବା ସମ୍ଭାବନା ଅଧିକ..!
ପ୍ରଶାସନ ନିରବଦ୍ରଷ୍ଟା ସାଜି କରୁଛି ଫିକ୍ସଙ୍ଗ..!, କାହାକୁ କରାଇବେ ଚୁପ….! କିଏ ହେବ ପ୍ରଶାସନ ର ଗେଲ୍ହା ପୁଅ..?
କିଛି ମଧ୍ୟସ୍ଥି ସାଜିଥିବା ଗୋଦି ମିଡ଼ିଆ ଏବେ ବାଲି ମାଫିଆ ଙ୍କ ଟାର୍ଗେଟ ରେ..!!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶେରଗଡ଼ ତହସିଲ ଅଞ୍ଚଳର ବ୍ରହ୍ମଣଛାଇ ଓ ପାକିଡ଼ି!-->!-->!-->!-->!-->…
ଆସିକା ରେ ଖୁଲାମ ଖୁଲା ଚାଲିଛି ସେକ୍ସ ରେକେଟ..!,ନା ଅଛି ପୋଲିସର ଭୟ ନା ପରିବାରର…
କଲେଜ ଡ୍ରେସ କୋଡ଼ ରେ ବିଭିନ୍ନ ଲର୍ଡ଼ଜ,ଓ ଭଡା ଘରେ ଅନୈତିକ କାର୍ଯ୍ୟରେ ଯୁବକ,ଯୁବତୀ ମସଗୁଲ...!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ଆଜିକାଲି ସୋସିଆଲ ମିଡ଼ିଆ ପଛରେ ଯୁବପୀଢ଼ି ଅଧିକାଂଶ ସମୟ ଦେଉଛନ୍ତି। ଆସିକା ଅଞ୍ଚଳ ରେ ଥିବା!-->!-->!-->…
ଆସିକା ରେ ମାଳ ମାଳ ଗ୍ରୁପ ଋଣ ପ୍ରଦାନ କାରି :ଗରିବ ଓ ମହିଳାଙ୍କୁ ଶୋଷଣ କରୁଥିବା ଅଭିଯୋଗ…
ଚେଇଁ ଶୋଇଛି ପ୍ରଶାସନ...!ବ୍ରହ୍ମପୁର: ସାରା ରାଜ୍ୟରେ ଚିଟଫଣ୍ଡ ରେ ଟଙ୍କା ବିନିଯୋଗ କରି ଲୋକେ ହନ୍ତସନ୍ତ ହେବା ସହ ଆଜି ପର୍ଯ୍ୟନ୍ତ ଫେରସ୍ତ ଟଙ୍କା ପାଇନାହାନ୍ତି।ଗଞ୍ଜାମ ଜିଲ୍ଲାର ଆସିକା ତଥା ଏହାର ଆଖପାଖ ଅଞ୍ଚଳ ଗ୍ରୁପ ଋଣ ପ୍ରଦାନ କରି ସଂସ୍ଥାର ଅଫିସ ମାଳ ମାଳ ହୋଇ ଖୋଲା ଯାଇଛି।!-->…
ଦୁର୍ନୀତି ରେ ଉବୁଟୁବୁ ନୟାଗଡ଼ ପୌର ପରିଷଦ: ଘରୋଇ ବ୍ୟାଙ୍କରେ ପୌର ପରିଷଦର ବଡ଼ ପାଣ୍ଠି…
ନୟାଗଡ଼: ବହୁ ଅବ୍ୟବସ୍ଥା ଓ ଅଚଳାବସ୍ଥା ମଧ୍ୟରେ ଚାଲୁଥିବା ନୟାଗଡ଼ ପୌର ପରିଷଦ ର ଆର୍ଥିକ ପାଣ୍ଠି କୁ ଏକ ଘରୋଇ ବ୍ୟାଙ୍କରେ ଜମା କରିଥିବାର ଜଣାପଡ଼ିଛି ।ନୟାଗଡ଼ ପୌର ପରିଷଦର ନିଜସ୍ଵ ଆୟ, ଟ୍ୟାକ୍ସ କଲେକ୍ସେନ, ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ!-->…