Browsing Category

ଅପରାଧ

ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣା: ଅନ୍ୟତମ ଅଭିଯୁକ୍ତ ମୁନା ସାହୁ ଗିରଫ…

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଅଜିତ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ରଙ୍ଗଣି ପାଟଣା ଗ୍ରାମର ମୁନା ସାହୁକୁ ତାଙ୍କ ଘରୁ ଧରିବା ସହିତ ପଚରା ଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ

ଡ଼କାୟତି କରିବା ପାଇଁ ଆଇନାବନ୍ଧ ପାଖରେ ଯୋଜନା କରୁଥିଲେ ୫ ଡ଼କାୟତ :ବିିଶେଷ ସୂତ୍ରରୁ ଖବର ପାଇ ମଧ୍ୟ ରାତ୍ରିରେ କାବୁ…

ବ୍ରହ୍ମପୁର,୨୬/୫:ଦକ୍ଷିଣାଂଚଳ ଆଇଜି ନୀତି ଶିକ୍ଷିରଙ୍କ ନିଦେ୍ର୍ଦଶ କ୍ରମେ ବ୍ରହ୍ମପୁର ଏସ୍ପି ଡ଼.ଶ୍ରବଣା ବିବେକ ଏମ୍ଙ୍କ ତତ୍ୱାବଧାନରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଆରମ୍ଭ ହୋଇଛି ଅସାମାଜିକ ତତ୍ୱ ଧରପଗଡ଼ ଅଭିଯାନ । ବୃଦ୍ଧି ପାଉଥିବା କ୍ରାଇମ୍କୁ ଦମନ କରିବା ପାଇଁ ବିଭିନ୍ନ ଥାନା

ଚୋରି କରିବା ପାଇଁ ଟାର୍ଗେଟ କରୁଥିଲେ ବିଭିନ୍ନ ବ୍ୟାଙ୍କ ଅଞ୍ଚଳ …

ବ୍ରହ୍ମପୁର,୨୬/୫:ବ୍ୟାଙ୍କକୁ ଯାଉଥିବା ବ୍ୟକ୍ତିଙ୍କ ମୋଟର ସାଇକେଲକୁ ଆଖି ପିଛୁଳାକେ ଚୋରି କରି ଦେଉଥିଲେ । ଏଭଳି ଏକ ଚୋରକୁ କାବୁ କରିଥିଲେ ଜନସାଧାରଣ । ଗତକାଲି ଜୟପ୍ରକାଶ ନଗର ଛକଠାରେ ଥିବା ଏକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ନିଜ ବଜାଜ ପଲସର ଗାଡ଼ି ପାର୍କିଂ କରି ବ୍ୟାଙ୍କକୁ ଯାଇଥିଲେ

ବ୍ରହ୍ମପୁର ପୋଲିସ ଦ୍ୱାରା ଏନକାଉଣ୍ଟର ଜାରି, ଗଞ୍ଜାମ ଜିଲ୍ଲା ପୋଲିସ ଦ୍ଵାରା ୱାରେଣ୍ଟି ଗିରଫ ରେ ସୀମିତ…..!

ବ୍ରହ୍ମପୁର ପୋଲିସ ଦ୍ଵାରା ଅପରାଧୀ ସଫେଇ ଅଭିଯାନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ.. ଗଞ୍ଜାମ ପୋଲିସ ପକ୍ଷରୁ ଏନକାଉଣ୍ଟର କେବେ….??ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଦ୍ୱାରା ଏନ କାଉଣ୍ଟର ଅଭିଯାନ ଜାରି ରହିଛି। ଗଞ୍ଜାମ ପୋଲିସ ଦ୍ୱାରା ୱା ରେଣ୍ଟି ଗିରଫ କରିବା ରେ ସୀମିତ ରହିଛି।

ବ୍ରହ୍ମପୁର ପୋଲିସ ର ଏନକାଉଣ୍ଟର ସଂଖ୍ୟା ୩ କୁ ବୃଦ୍ଧି :ଅଶାନ୍ତ ହେବାକୁ ବସିଲାଣି ବ୍ରହ୍ମପୁର, ପୋଲିସ କୁ ଭୟ ନାହିଁ…

ପୋଲିସ ଏନକାଉଣ୍ଟର ଶିକାର ହେଲା ଜଗା... ପାଞ୍ଚ ଘଣ୍ଟାରେ ହେଲା କାର୍ଯ୍ୟାନୁଷ୍ଠାନ.. ବିଚ ରାସ୍ତାରେ ଚାଲିଛି ଅପରାଧି ମାନଙ୍କ ଆତଙ୍କ ରାଜ……ବ୍ରହ୍ମପୁର: ବ୍ରହ୍ମପୁର ସହର ବର୍ତ୍ତମାନ ଅଶାନ୍ତ ହେବାରେ ଲାଗିଛି। ଅପରାଧ ତତ୍ତ୍ୱ ମାନେ ସହର ରେ ନିଜର ଟାର୍ଗେଟ ଅନୁସାରେ ଯାହାକୁ ପାଇବେ

ବ୍ରହ୍ମପୁରରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକ କୁ ଏନକାଉଣ୍ଟରକଲା ଗୋପାଳପୁର ଥାନା ପୋଲିସ

ବ୍ରହ୍ମପୁର : ଅନେକ ଦିନର ନୀରବତା ପରେ ପୁଣି ଆରମ୍ଭ ହେଲା ପୋଲିସ ପକ୍ଷରୁ ଏନକାଉଣ୍ଟର ଏଥର ସବାଡ଼ ହେବେ ଅପରାଧୀ, ଏକ୍ସନ ମୁଡରେ ଏବେ ବ୍ରହ୍ମପୁର ପୋଲିସ।ଆଜି ଭୋର ସକାଳେ ଗୋପାଳପୁର ଓଭର ବ୍ରିଜ୍ ରୁ ଶ୍ୟାମ ବେହେରାଙ୍କୁ ଠେଲି ହତ୍ୟା ଉଦ୍ୟମ ଘଟଣାରେ ଦିପୁନା ସଂପୃକ୍ତି ରହିଥିଲା ।

ବନ ବିଭାଗର କାର୍ଯ୍ୟ ତୁଲାଉଛି ପୋଲିସ ,କଲରାପତରିଆ ବାଘର ଚମଡ଼ା ଜବତ ସହ ତିନି ଅଭିଯୁକ୍ତ କଲା ଗିରଫ….

କେତେ ସୁରକ୍ଷିତ ଆମ ଜଙ୍ଗଲ ପଶୁ ସମ୍ପଦ, ଏକ ବଡ଼ ପ୍ରଶ୍ନବାଚୀ ବ୍ରହ୍ମପୁର ପୋଲିସଜିଲ୍ଲା ଜରଡା ଥାନା ପୋଲିସ ଓ ଚିକିଟି ଫାଣ୍ଡି ପୋଲିସ ଧନବାଡ ଆଙ୍କୁଲି ଜଙ୍ଗଲରେ କଲରାପତରିଆ ବାଘ ଚମଡ଼ା ବିକ୍ରି କରିବା ନେଇ ଯୋଜନା କରୁଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ଚିକିଟି

ବେଆଇନ୍ ଲଘୁ ଖଣିଜ ଉତ୍ତୋଳନ ଏବଂ ପରିବହନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ବୃଦ୍ଧି ପାଉଥିବା ବେଆଇନ ଲଘୁ ଖଣିଜ ଉତ୍ତୋଳନ ଏବଂ ପରିବହନ ବୃଦ୍ଧି ପାଇବାରେ ଲାଗିଛି।ଏହି ବେଆଇନ ଖଣି କାରବାର ତଥା ଖଣିଜ ପରିବହନକୁ କେନ୍ଦ୍ରକରି ଏକାଧିକ ମୁଣ୍ଡ ଗଡିଛି ନୟାଗଡ଼ରେ।ଏହା ଦ୍ଵାରା ଜିଲ୍ଲା ପ୍ରଶାସନ ଠାରୁ ଖଣି ବିଭାଗ ଏବଂ ପୋଲିସ ବିଭାଗ ନିନ୍ଦିତ