Sign in
Sign in
Recover your password.
A password will be e-mailed to you.
ଏସିଆ କପ୍ ଫାଇନାଲ ହାରିବା ଅପମାନ ସହିପାରୁନି ପାକିସ୍ତାନ, ମୋଦିଙ୍କ ପୋଷ୍ଟକୁ ନେଇ ନକଭୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି
ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନ ହାରିବା ପରେ ଅପମାନ ସହି ପାରୁନାହିଁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପିସିବି ମୁଖ୍ୟ ମୋହସିନ ନକଭୀ । ଓଲଟା ଭାରତ ଅପମାନିତ ହୋଇଥିବା କହି ଖୁସି ହେଉଛନ୍ତି । ଏସିଆ କପ୍ ବିଜୟୀ ଟିମ ଇଣ୍ଡିଆ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରି ନଥିଲା ।!-->…
ଚମ୍ପୁଆର ପୂର୍ବତନ ବିଧାୟକଙ୍କ ଘରୁ ସଶସ୍ତ୍ର ଡକାୟତି ଉଦ୍ୟମ
କେନ୍ଦୁଝର: କେନ୍ଦୁଝର ଜିଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରୁ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି। ଯୋଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ପଟ୍ଟନାୟକଙ୍କ ପୁରୁଣା ଘରୁ ଏହି ଡକାୟତି ଉଦ୍ୟମ କରାଯାଇଛି। ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ଦୁର୍ବୃତ୍ତମାନେ ଘରେ ପଶିବାକୁ!-->…
ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା…
ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର । ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଛି । ୨୮ ସେପ୍ଟେମ୍ବର!-->…
ଭୁବନେଶ୍ବରରେ ଦୁର୍ଗାପୁଜା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଜଗିବେ ୬୧ ପ୍ଲାଟୁନ ପୋଲିସ
ଭୁବନେଶ୍ବର : ଚଳିତ ବର୍ଷ ଦୁର୍ଗାପୁଜା ପାଇଁ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ଦୁର୍ଗାପୂଜାକୁ ନେଇ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଭିଡ଼ ଓ ଟ୍ରାଫିକ ପରିଚାଳନା ଜଗିବେ ୬୧ପ୍ଲାଟୁନ ପୋଲିସ । ମହିଳାଙ୍କ ସୁରକ୍ଷା ପାଇଁ ସହରରେ ବୁଲିବ ଶକ୍ତି ବାହିନୀ । କମିସନରେଟ!-->…
ଘଟଗାଁ ତାରିଣୀ ପୀଠ ପାଇଁ ୨୨୬ କୋଟି ମଞ୍ଜୁର, କ୍ୟାବିନେଟ୍ ମୋହର
ଭୁବନେଶ୍ୱର : ୪ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସତିବ ଉପସ୍ଥିତ ଥିଲେ । ବୈଠକରେ ୪ଟି!-->…
ସାମ୍ବାଦିକଙ୍କୁ ଗୁଳିମାଡ଼, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ନରସିଂହପୁର : ସାମ୍ବାଦିକଙ୍କୁ ଗୁଳି । ଘରେ ପଶି ରାତି ଅଧିରେ ଗୁଳିମାଡ଼ ଅଭିଯୋଗ । କଟକ ଜିଲ୍ଲା ମାଣିଆ ବନ୍ଧ ଥାନା ସୁନ୍ଦରିଆ ଗାଁରେ ଗୁଳିକାଣ୍ଡ । ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ମନୋଜ ନାଏକଙ୍କୁ ଗୁଳି ମାଡ଼ ହୋଇଛି । ତାଙ୍କ ଡାହାଣ କାନ୍ଧ ଓ ବାମ ହାତରେ ଗୁଳି ବାଜିଛି । ତାଙ୍କୁ!-->…
ବାଲିଯାତ୍ରା ଉପର ପଡ଼ିଆରେ ବି ହେବ, ହାଇକୋର୍ଟରେ ଶୁଣାଣି ୯ ତାରିଖରେ
କଟକ : ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୯ ତାରିଖରେ ହାଇକୋର୍ଟରେ ମାମଲାର!-->…
ସବୁଠି ବାଜୁଛି ପ୍ରିୟ ଷୋହଳ ଭରଣୀ ବାଦ୍ୟ, ଦୁଲୁକୁଛି ମା’ ଦୁର୍ଗାଙ୍କର ପୂଜା ମଣ୍ଡପରୁ ଶକ୍ତି ପୀଠ
ବଲାଙ୍ଗିର: ଚାଲିଛି ମା’ଙ୍କ ନବଦିନାତ୍ମକ ପୂଜା । ବଲାଙ୍ଗିର ଏକ ମନ୍ତ୍ର ଯନ୍ତ୍ର ତନ୍ତ୍ରର ପୀଠ ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ଵତନ୍ତ୍ର । ଆଉ ଏହି ନବଦିନାତ୍ମକ ପୂଜାରେ ସ୍ଵତନ୍ତ୍ରତା ହେଉଛି ଷୋହଲ ଭରଣୀ ବାଦ୍ୟ । ଏବେ ଷୋହଳ ଭରଣୀ ବାଦ୍ୟରେ ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ!-->…
ହାତୀ ଦେହରେ ଗୁଳି ବାଜିନି, ସଂଘର୍ଷରୁ ଆହତ ହୋଇଛି ; କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ସୂଚନା
ବାଂଶପାଳ : ହାତୀ ଦେହରେ ଗୁଳି ବାଜିନି । ହାତୀଙ୍କ ମଧ୍ୟରେ ଲଢ଼େଇରୁ ଆହତ ହୋଇଛି । ତେଲେକୋଇ ବନାଞ୍ଚଳରେ ଗତ ତିନି ଦିନ ହେଲା ଛୋଟେଇ ଛୋଟେଇ ଘୂରି ବୁଲୁଛି ଏକ ମାଇ ହାତୀ । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରଲ ହେଉଛି । ହାତୀର ଏକାଧିକ ସ୍ଥାନରେ ଗୁଳି ବାଜିଥିବା ଅଭିଯୋଗ ହୋଇଥିଲା ।!-->…
କୁକୁଡାଖଣ୍ଡି ବ୍ଲକ ରେ ଜମି ମାଫିଆଙ୍କ ଆତଙ୍କ ରାଜ ସର୍ବସାଧାର ଜମିକୁ ଦଖଲ କରି ପ୍ଲଟ କୁ ରାସ୍ତା ନିର୍ମାଣ…
ମନ୍ଦିର କୁ ରାସ୍ତା ବାହାନା ରେ ଜମି ମାଫିଆ ଙ୍କ ଜୁଲମ...!
ଗାଁ ଲୋକ ମେଳି ବାନ୍ଧି ପ୍ରଶାସନ ର ଦ୍ୱାରସ୍ତ…..!ବ୍ରହ୍ମପୁର: ଡ଼ବଲ ଇଞ୍ଜିନ ସରକାର ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନଙ୍କ ଜୋର ଜୁଲୁମ ଦିନକୁ ଦିନ ବୃଦ୍ଧି ପାଉଛି। ତାହାର ନଗ୍ନ ନମୁନା ଏବେ କୁକୁଡାଖଣ୍ଡି!-->!-->!-->!-->!-->…