ବାଂଲାଦେସୀ ଅନୁପ୍ରବେଶ କାରୀ ଙ୍କୁ ପୋଲିସ ଜିମାରେ ଦେଲେ ଗ୍ରାମବାସୀ…

ମାଲକାନଗିରି : ସାରା ଦେଶରେ ପ୍ରମୁଖ ସମସ୍ଯା ଭାବେ ମୁଣ୍ଡ ଟେକିଥିବା ବାଂଲା ଅନୁପ୍ରବେଶ କାରୀଙ୍କୁ ଦେଶରୁ ବିତାଡିତ କରିବା ପାଇ ସରକାର ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତମାନ ବଙ୍ଗଳାଦେଶି ଅନୁପ୍ରବେଶକାରି ଙ୍କ ଚିହ୍ନଟ କରାଯାଉଛି । ଏହି ସନ୍ଦର୍ଭରେ ମାଲକାନଗିରି ଜିଲ୍ଲାରେ ମଧ୍ୟ

ପରିଚାଳନାରେ ଅନିୟମିତତ ଯୋଗୁଁ ଦେବୋତ୍ତର ବିଭାଗକୁ ଗଲା ଫତେଗଡ ରାମ ମନ୍ଦିର…

ନୟାଗଡ : ନୟାଗଡ଼ ଜିଲ୍ଲା ଫତେଗଡ଼ ମୌଜାରେ ଥ‌ିବା ଶ୍ରୀରାମ ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନକୁ ଆସିଛି । ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏହି ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ

ଆସିକା ସିଆଳିଆ ରେ ସାଂସଦ ଓ ବିଧାୟକ ଗୋଷ୍ଠି ମୁହାଁ ମୁହିଁ :ଉଭେୟ ପକ୍ଷର କର୍ମୀଙ୍କ ମଧ୍ୟରେ ହାତାହାତି ପୋଲିସ ର…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳ ଭିତରେ ଗୋଷ୍ଠି କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ବ୍ଲକ ର ସିଆଳିଆ ପଞ୍ଚାୟତରେ ରବିବାର ଦିନ ସାଂସଦ ଓ ବିଧାୟକଙ୍କ ଗୋଷ୍ଠି ମଧ୍ୟରେ ଛକାପଞ୍ଝା

ପତିଭକ୍ତି ଓ ଦାମ୍ପତ୍ୟ ପ୍ରେମର ପ୍ରତୀକ – ସାବିତ୍ରୀ ବ୍ରତ

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ବ୍ରତ ଏବଂ ଓଷା ଗୁଡ଼ିକର ଏକ ବିଶେଷ ସ୍ଥାନ ରହିଛି। ଏଗୁଡ଼ିକ କେବଳ ପୂଜାପାଠରେ ସୀମିତ ନ ରହି, ଆମ ଜୀବନଶୈଳୀ, ସାମାଜିକ ସମ୍ବନ୍ଧ ଏବଂ ନୈତିକ ମୂଲ୍ୟବୋଧକୁ ମଧ୍ୟ ପ୍ରତିଫଳିତ କରନ୍ତି। ଏହି ପରିପ୍ରେକ୍ଷୀରେ, ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା

ରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ପୈାରାଞ୍ଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡିୟମ ପରିସରରେ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି।‌

ବିଜେପି ନେତାଙ୍କୁ ମୋଦୀଙ୍କ ତାଗିଦ, ଅପରେସନ ସିନ୍ଦୂର ସଂପର୍କରେ ଅନାବଶ୍ୟକ ବୟାନ ଦିଅନି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରେସନ ସିନ୍ଦୂର ଉପରେ ଅନାବଶ୍ୟକ ବୟାନ ଦେଇ ବିଜେପିର ଭାବମୂର୍ତ୍ତି ନଷ୍ଟ କରୁଥିବା ନେତାମାନଙ୍କୁ ତାଗିଦ କରିଛନ୍ତି। ସେ କହିଛନ୍ତି ଯେ ନେତାମାନେ ସେମାନଙ୍କର ଭାଷଣକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଅନାବଶ୍ୟକ ବୟାନରୁ ଦୂରେଇ ରହିବା ଉଚିତ।

ସମ୍ପର୍କରେ ରକ୍ତର ଛିଟା : ସାନଭାଇର ଧାରୁଆ ଅସ୍ତ୍ରରେ ବଡଭାଇ ଗୁରୁତର

ହିଞ୍ଜିଳିକାଟୁ : ମା’ ର ଭତ୍ତା ଟଙ୍କାକୁ କେନ୍ଦ୍ର କରି ୨ ଭାଇ ମଧ୍ୟରେ ଆକ୍ରମଣ ହୋଇଛି। ସାନଭାଇର ଆକ୍ରମଣରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମରେ ଘଟିଛି। ଅଭିଯୋଗ ପ୍ରକାରେ, ରବିବାର

ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ

ପୁରୀ: ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା ଜୁନ୍‌ ୧୧ ତାରିଖରେ ଅନୁଷ୍ଠିତ ହେବ। ତାହାର ପରଦିନଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ। ସ୍ନାନଯାତ୍ରା ଓ ଅଲାରନାଥଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସଦ୍‌ଭାବନା

୧୦୦୦ବର୍ଷ ପୁରୁଣା ମନ୍ଦିରକୁ ଯାଇ ପୂଜା କଲେ ବିରୁଷ୍କା

ନୂଆଦିଲ୍ଲୀ: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ପରେ ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟକୁ ମଧ୍ୟ ଅଲବିଦା କହିଛନ୍ତି। ଲଗାତାର କ୍ରିକେଟ ଖେଳିବା ପରେ ଏବେ ଅବସର ସମୟରେ ସେ ନିଜ ପରିବାରକୁ ସମୟ ଦେଉଥିବା ଦେଖାଯାଉଛନ୍ତି। ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ବିଭିନ୍ନ

ଦେବୋତ୍ତର ଅଧୀନକୁ ଗଲା ଫତେଗଡ଼ ଶ୍ରୀରାମ ମନ୍ଦିର

ଭୁବନେଶ୍ୱର: ନୟାଗଡ଼ ଜିଲା ଫତେଗଡ଼ ମୌଜାରେ ଥିବା ଶ୍ରୀରାମ ମନ୍ଦିର ଦେବୋତ୍ତର ବିଭାଗ ଅଧୀନକୁ ଆସିଛି। ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏଠାରେ ଶ୍ରୀରାମ ମନ୍ଦିରରେ ମର‌୍ୟ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ମୂର୍ତ୍ତିର