Sign in
Sign in
Recover your password.
A password will be e-mailed to you.
ସର୍ଚ୍ଚ ଅପରେସନ୍ ସମୟରେ ଜଣେ ଯବାନ ସହିଦ; ଦୁଇଜଣ ଆତଙ୍କବାଦୀ ନିହତ
ଜମ୍ମୁ- କାଶ୍ମୀର: ଜମ୍ମୁ- କାଶ୍ମୀରର କିସ୍ତୱାରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କୋର ପକ୍ଷରୁ ପ୍ରକାଶ, ‘ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଏବେ ବି ପ୍ରବଳ!-->…
ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ୟୁଏଇର ସମର୍ଥନ
ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଭାରତର ନୀତି ଏବଂ ଅପରେସନ ସିନ୍ଦୁର ଉପରେ ଭାରତର ନୀତି ସଂପର୍କରେ ଅବଗତ କରିବା ପାଇଁ ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ୟୁଏଇର ଆବୁଧାବିରେ ପହଞ୍ଚିଛି। ସେ ୟୁଏଇ ଅଧିକାରୀଙ୍କ ସହିତ ଫଳପ୍ରଦ ବୈଠକ କରିଥିଲେ!-->…
ବଢିଲା ଜ୍ୟୋତିଙ୍କ ଅଡୁଆ-ପୁଣି ୪ଦିନିଆ ରିମାଣ୍ଡରେ ନେଲା ପୁଲିସ
ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ କୋର୍ଟରୁ ଲାଗିଛି ଆଉ ଏକ ଝଟକା । ଜ୍ୟୋତିଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ହିସାର ପୁଲିସ ଜ୍ୟୋତିଙ୍କୁ ଜିଲ୍ଲା!-->…
ହାର୍ଟ ଲ୍ୟାମ୍ପ ପୁସ୍ତକ ପାଇଁ କନ୍ନଡ଼ ଲେଖିକା ବାନୁ ମୁସ୍ତାକ ପାଇଲେ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର
ବେଙ୍ଗାଲୁରୁ : ଭାରତୀୟ ଲେଖକ, ଓକିଲ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ବାନୁ ମୁସ୍ତାକ ତାଙ୍କ କ୍ଷୁଦ୍ର ଗଳ୍ପ ସଂଗ୍ରହ ‘ହାର୍ଟ ଲ୍ୟାମ୍ପ’ ପାଇଁ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ଜିତିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ କନ୍ନଡ ଭାଷାରେ ଲିଖିତ ଏହା ହେଉଛି ପ୍ରଥମ ପୁସ୍ତକ। ‘ହାର୍ଟ!-->…
ପହଲଗାଓଁ ଆକ୍ରମଣକୁ ପୁରିଲା ମାସେ, କୁଆଡେ ଗଲେ ୩ଆତଙ୍କୀ
ନୂଆଦିଲ୍ଲୀ : ଦିନ ଥିଲା ଏପ୍ରିଲ ୨୨ । ପହଲଗାଓଁର ଶାନ୍ତ ପରିବେଶରେ ପ୍ରିୟଜନଙ୍କ ସହିତ ବୁଲିବାର ମଜା ଉଠାଉଥିଲେ ପର୍ଯ୍ୟଟକ । ହେଲେ ହଠାତ ଆତଙ୍କୀଙ୍କ ଗୁଳିରେ ରକ୍ତରେ ଲାଲ୍ ହୋଇଯାଇଥିଲା ସେଠାକାର ମାଟି ମା । ଭାରତର ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା ସବୁଜ ପରିବେଶ କିଛି ସମୟରେ ହିଁ!-->…
ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଦୁଇ ଦିନରେ ଘରେ ପଶିଲେଣି ୨ ଅଜଣା ବ୍ୟକ୍ତି
ମୁମ୍ବଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଦିନ ମଧ୍ୟରେ ଦୁଇଜଣ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ପୂର୍ବରୁ ମେ’ ୨୦ ତାରିଖରେ ଜଣେ ବ୍ୟକ୍ତି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ!-->…
ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ସିବିଆଇ
ଜମ୍ମୁ-କଶ୍ମୀର,(୨୨।୫): କିରୁ ହାଇଡ୍ରୋ ପ୍ରୋଜେକ୍ଟ ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାଁରେ ଗୁରୁବାର ସିବିଆଇ ଚାର୍ଜସିଟ ଦାଖଲ କରିଛି। ଏପରିକି ସିବିଆଇ ସତ୍ୟପାଲଙ୍କ ୨ ବ୍ୟକ୍ତିଗତ ସଚିବ ଏବଂ ଅନ୍ୟ ୪ ଜଣଙ୍କ ନାଁରେ ମଧ୍ୟ ଚାର୍ଜସିଟ ଦାଖଲ!-->…
ସୀମା ଟପିଛି ED: ତାମିଲନାଡୁ ମଦ ଦୁର୍ନୀତି ତଦନ୍ତକୁ ଅଟକାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୨।୫: ସୁପ୍ରିମକୋର୍ଟ ତାମିଲନାଡୁର ରାଜ୍ୟ ପରିଚାଳିତ ମଦ ସଂସ୍ଥା ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ (ଟାସମାକ) ସହ ଜଡ଼ିତ ଅଭିଯୁକ୍ତ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ର ତଦନ୍ତ ଓ ଚଢ଼ାଉ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି। ପ୍ରଧାନ!-->…
ଏବର୍ଷ ୭୫୦ ଜଣ ଯିବେ କୈଳାଶ ମାନସରୋବର
ନୂଆଦିଲ୍ଲୀ: ବେଶ କିଛିବର୍ଷ ବନ୍ଦ ରହିବା ପରେ ଏବର୍ଷ ପୁଣି ଥରେ ଆରମ୍ଭ ହେଉଛି ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା । ଏଥର ଭାରତରୁ ୭୫୦ ଜଣ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଚୟନ କରାଯାଇଛି ।୨୦୨୦ରେ କୋଭିଡ ମହାମାରୀ ଏବଂ ସେବର୍ଷ ଜୁନ ମାସରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ!-->…
ପାକିସ୍ତାନକୁ କୁହ ଆତଙ୍କବାଦ ବନ୍ଦ କରୁ : ତୁର୍କୀକୁ କହିଲା ଭାରତ
ନୂଆଦିଲ୍ଲୀ : ଭାରତ ବିରୋଧରେ ପାକିସ୍ତାନକୁ ସମର୍ଥନ କରୁଥିବା ତୁର୍କୀକୁ ଏକ କଡ଼ା ବାର୍ତ୍ତା ଦେଇଛି । ତୁର୍କୀକୁ ଭାରତ କହିଛି ଯେ ପାକିସ୍ତାନକୁ କୁହ ସେ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରୁ।ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର କହିଛନ୍ତି ଯେ ଭାରତ ଆଶା କରୁଛି!-->…