ବେଆଇନ ଓ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ…

୫୦ ଲକ୍ଷ ଟଙ୍କା ମୁଲ୍ୟର ଗଞ୍ଜେଇ ଜବତ ସହ ୭ ଗିରଫ। ବ୍ରହ୍ମପୁର :- ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ସହର ଉକକଣ୍ଠ କନିଷି- ସିଂହାଳା ରାସ୍ତାର ଏକ ପଡିଆରେ ଚଢ଼ାଉ କରିଥିଲା । ଗଜପତି ଜିଲ୍ଲାକୁ ଦୁଇଟି କାରରେ ଗଞ୍ଜେଇ ଆଣି ଅନ୍ୟ ଏକ କାରକୁ ସ୍ଥାନାନ୍ତର…

ଲିମାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ସୁବର୍ଣ୍ଣ ଜୟନ୍ତୀ

ଉମରକୋଟ :- ( ୪/୩/୨୦୨୫)ସୂଚନା ପ୍ରକାରେ ୫୦ ବର୍ଷ ପୂର୍ତ୍ତୀ ଅବସରରେ ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ପଞ୍ଚଯାତର ଲିମାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଗତକାଲି ଅପରାହ୍ନ୍ନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିଶାଳ ସମାରହରେ ସୁବର୍ଣ୍ଣ ଜୟନ୍ତୀ…

ଜେ ଏନ୍ ଟାଟାଙ୍କ ଜୟନ୍ତୀରେ ଟାଟା ଷ୍ଟିଲ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ..

୯୭ ୟୁନିଟ୍ ରକ୍ତ ସଂଗୃହୀତ... ବ୍ରହ୍ମପୁର, ୦୪/୦୩: ଟାଟା ଷ୍ଟିଲ ଫେରୋକ୍ରୋମ୍ ପ୍ଲାଣ୍ଟ, ଗୋପାଳପୁର ପକ୍ଷରୁ ସ୍ଥାନୀୟ ଏମ୍ କେ ସି ଜି ମେଡିକାଲ କଲେଜ ଓ ହସପିଟାଲ ସହଭାଗିତାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଟାଟା ଗ୍ରୁପ୍ ର ପ୍ରତିଷ୍ଠାତା ଜାମସେଦଜୀ ନୁସେରୱାନଜୀ…

କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ….

ଛତ୍ରପୁର, : ଛତ୍ରପୁର ରିକାପଲ୍ଲୀ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ବିଦ୍ୟାଳୟ ସ୍ତରୀୟ "ଆମ ସଂସ୍କୃତି ଆମ ଖେଳଣା " କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରେଣୁବାଳା ସାହୁ ଙ୍କ ଅଧ୍ୟକ୍ଷତା ରେ…

ଡ଼ି ଏ ଭି ଗୁରୁକୁଳ ସ୍କୁଲ ର ଏଗାର ତମ ବାର୍ଷିକ ଉତ୍ସବ…

ଚିତ୍ରକୋଣ୍ଡା, ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବେଙ୍କ ଲାଇନ ସ୍ଥିତ ଡ଼ି ଏ ଭି ଗୁରୁକୁଳ ସ୍କୁଲ ର ଏଗାର ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଶନିବାର ସନ୍ଧ୍ୟା ରେ ଚିତ୍ରକୋଣ୍ଡା ର ମିନି ଷ୍ଟାଡିଅମ ପରିସର ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧେକ୍ଷ୍ୟା…

ରାଜନୈତିକ ଚାପ ପକାଇ ବାରମ୍ବାର ଜେଇ ଓ ଅଧିକାରୀ ମାନଙ୍କୁ ପରିବର୍ତନ କରାଯାଉଥିବା ଅଭିଯୋଗ : ଜିଲ୍ଲାପ୍ରଶାସନ ର…

ଛତ୍ରପୁର :, ରାଜନୈତିକ ଚାପ ପକାଇ ବାରମ୍ବାର ଜେଇ ଓ ବିଭିନ୍ନ ଅଧିକାରୀ ମାନଙ୍କୁ ପରିବର୍ତନ କରାଯାଉଛି, ଏହାଦ୍ୱାରା ସରକାରୀ କାର୍ଯ୍ୟ ବିଳମ୍ବ ହେଉଛି, ଏହି ଅଭିଯୋଗ ନେଇ ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହେଲେ ବ୍ଲକ ଅଧ୍ୟକ୍ଷା ଙ୍କ ସହ ବହୁ ଜନପ୍ରତିନିଧି, ଗଞ୍ଜାମ ଜିଲ୍ଲାର ହେଡ଼କ୍ଵାଟର ବ୍ଲକ…

ମାଲକାନଗିରିର ଗଣପର୍ବ ବଡ ଯାତ୍ରା ଆରମ୍ଭ :ତିନି ଠାକୁରଙ୍କ ନୌକା ବିହାର ଓ ଆନ୍ଧ୍ରପ୍ରଦେଶର ପୋଲେରୁ ମନ୍ଦିରରେ…

ମାଲକାନଗିରି, ୩।୩ ମାଲକାନଗିରି ଜିଲ୍ଲା ଗଣପର୍ବ ଭାବେ ପରିଚିତ ବଡ ଯାତ୍ରା ର ଏକମାସ ଧରି ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶ ପୋଲେରୁ ନିକଟସ୍ଥ ତାଡକାରେଉ କୁଣ୍ଡରେ ତିନି ଠାକୁର କାନ୍ନାମରାଜୁ, ବାଲାରାଜୁ ଓ ପୋତରାଜୁଙ୍କ ସହ ଦେବୀ ମା ମୁତ୍ୟାଲାମ୍ମାଙ୍କ ସ୍ନାନ…

ଭୁଲ ଇଞ୍ଜେକସନ ଲାଗି ଚାଲିଗଲା ୪ବର୍ଷର ଝିଅର ଜୀବନ, ଡାକ୍ତର ଓ ନର୍ସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା ଓ…

ଛତ୍ରପୁର ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁଲ ଚିକିତ୍ସା ଲାଗି ଜଣେ ୪ବର୍ଷର ଝିଅର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଆଜି ଛତ୍ରପୁର ଆସି ଜିଲାପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଏକ ମାତ୍ର ଝିଅକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବାପା ଓ ମା ଲଢେଇ ଜାରିରଖିବେ ବୋଲି କହିଛନ୍ତି ।…

ପ୍ରସିଦ୍ଧ ବଡଯାତ୍ରାକୁ ଆୟୁଧ କରି ଚାଲିଛି ଜୁଆଖେଳ : ପୋଲିସ ସାଜିଛି ନୀରବ ଦ୍ରଷ୍ଟା…

ମାଲକାନଗିରି, ୩।୩ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମାନ୍ୟଂକୋଣ୍ଡା ପ୍ରସିଦ୍ଧ ବଡ଼ ଠାକୁରଙ୍କ ବଡଯାତ୍ରା ଚାଳିଥିବା ବେଳେ ମୁତ୍ୟାଲମା ମନ୍ଦିର ଠାରୁ କିଛି ଦୂରରେ ବେଧଡକ ଭାବେ ଜୁଆଖେଳ ଚାଲିଛି। ପ୍ରତି ଦୁଇ ବର୍ଷକୁ ବଡ ଠାକୁର ମାନ୍ୟଂକୋଣ୍ଡା ପହଞ୍ଚି ପୂଜା ପାଆନ୍ତି ଏବଂ ହଜାର…

ଛତ୍ରପୁର ରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ: ୧୬୫ଟି ଅଭିଯୋଗ ର ଶୁଣାଣି କଲେ ଅତିରିକ୍ତ ଜିଲ୍ଲାପାଳ…

ଛତ୍ରପୁର, ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଅଂଚଳର ଜନ ସାଧାରଣ ମାନେ ଏହି ଶୁଣାଣୀରେ ଯୋଗ ଦେଇ ସେମାନଙ୍କ ଅଭିଯୋଗ…