Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନ
ବାଲିଗୁଡ଼ା, ତା, ୦୯/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ମନ୍ଦିର ଓ ମା ' ଦକ୍ଷିଣ କାଳୀ ମନ୍ଦିର ପରିସରରେ ସମିତି ର ମୁଖ୍ୟ ପରିଚାଳକ!-->…
ଝରିଗାଁରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ
ଉମରକୋଟ/ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ସୋମବାର ଦିନ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁ ଓ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ବିଶାଳ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ମୂଳ!-->…
ଉମରକୋଟ ବନାଞ୍ଚଳରେ ବୃକ୍ଷରୋପଣ ଯୋଜନାରେ ଅନିୟମିତତାର ଅଭିଯୋଗ : ଖରାରେ ମରୁଛି ୧୦ ହଜାର ଚାରା, ଭିଜିଲାଞ୍ଚ ତଦନ୍ତ…
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବନାଞ୍ଚଳ ଅନ୍ତର୍ଗତ ନବରଙ୍ଗପୁର ବନଖଣ୍ଡର ଜାମଧରା ବିଟ, ତୋହରା ସେକ୍ସନରେ ୨୦୨୫–୨୬ ମସିହାର “ସି.ଏ–ଏ.ଆର ବୃକ୍ଷ ରୋପଣ” ଯୋଜନା ଅଧୀନରେ ପ୍ରାୟ ୧୦ ହେକ୍ଟର ଜଙ୍ଗଳ ଜମିରେ ପ୍ରାୟ ୧୦,୦୦୦ ଟି ଚାରା ରୋପଣ କରାଯାଇଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ!-->…
ଆନ୍ତର୍ଜାତୀୟ ମହିଳା ଦିବସରେ ଦର୍ଗାଗୁଡାରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର
ସ୍ବାସ୍ଥ୍ୟ ସଚେତନତା ବଢ଼ାଇବା ସହ ଗ୍ରାମୀଣ ଲୋକଙ୍କୁ ମିଳିଲା ମାଗଣା ଚିକିତ୍ସା ସେବା
ଉମରକୋଟ : ଆନ୍ତର୍ଜାତୀୟ ମହିଳା ଦିବସର ପବିତ୍ର ଅବସରରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପରିଷଦ ଅନ୍ତର୍ଗତ ୟୁ.ଭି. ନଂ–୪ ଦର୍ଗାଗୁଡା ଗ୍ରାମରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର!-->!-->!-->!-->!-->…
ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖଣ୍ଡ ସାମାଜିକ ସଦଭାବନା ସମିତି ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସର ସଂସ୍କୃତି ଭବନରେ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତାର ସଂଗଠନ, ସେବା ଓ ସଂସ୍କାରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମାଜିକ!-->…
ନର୍ସିଂ ସ୍କୁଲ ଲୋକାର୍ପିତ : ଆଧ୍ୟାତ୍ମିକ ମାର୍ଗରେ ନର୍ସିଂ ଶିକ୍ଷା
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ରୋଡ ସରକାରୀ ସ୍ଵୀକୃତିପ୍ରାପ୍ତ ' ପଦାରବିନ୍ଦ ପ୍ରତିଷ୍ଠାନ ସ୍ବାସ୍ଥ୍ୟ ବିଜ୍ଞାନ ଓ ଗବେଷଣା କେନ୍ଦ୍ର' ର ଅତ୍ୟାଧୁନିକ ନର୍ସିଂ ସ୍କୁଲ ଲୋକାର୍ପିତ ହୋଇଛି।ଅର୍ଯ୍ୟ ସମାଜ ତପୋବନର ସ୍ବାମୀ ଆତ୍ମନନ୍ଦ ସରସ୍ଵତୀ ଓ ସ୍ବାମୀ ଭୂବନେଶାନନ୍ଦ ସରସ୍ଵତୀ!-->…
ମହିଳାଙ୍କ ଅଧିକାର ସୁରକ୍ଷା ହେଲେ ମହିଳା ସଶକ୍ତ ହେବେ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ଵ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆଠଗୋଟି ପଞ୍ଚାୟତ ସଦର ମହକୁମାରେ ମହିଳା ସଭା କରାଯାଇ ବିଶ୍ଵ ମହିଳା ଦିବସ ପାଳନ!-->…
ଭାରତୀୟ ମଜଦୂର ସଂଘର ଅଲ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବୈଠକ
ରାୟଗଡ଼ା : ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ପରିଚାଳିତ ଅଲ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ଆଜି ଏକ ବୈଠକ ସ୍ଥାନୀୟ ଠକର ବାପା ଆଶ୍ରମ ଠାରେ ଅନଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଙ୍ଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ରାୟଗଡ଼ା!-->…
ବାଲିମାଫିଆଙ୍କ ସକାଶେ କୌଣସି ଲଗାମ ନାହିଁ
(ଅବାଧରେ ଚାଲିଛି ବେଆଇନ ବାଲି ଚାଲାଣ )
କୋଷାଗୁମୁଡା : ନବରଙ୍ଗପୁର ଜ଼ିଲ୍ଲା କୋଷାଗୁମୁଡା ବ୍ଲକ ଏବଂ କୋଡୀଙ୍ଗା ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ବେଆଇନ ବାଲି ଚାଲାଣ l କିଛି ସମୟ ପୂର୍ବରୁ ପ୍ରଶାସନ କେତେକ ବେଆଇନ ବାଲିଚାଲାଣ କାରୀଙ୍କ ଟିପ୍ପର, ହାଇୱା ଇତ୍ୟାଦି ଜବତ କରିଥିଲେ,!-->!-->!-->…
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା
ବାଲିଗୁଡା (୦୮/୦୩) : ମାର୍ଚ୍ଚ ଆଠ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହାର୍ଟ ର ସମ୍ପାଦକ ପ୍ରମୋଦ କୁମାର ଦାସଙ୍କ ନେତୃତ୍ବ ରେ ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ!-->…