Browsing Category

ଅପରାଧ

ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରୁ ଚୋରୀ, ଜଣେ ଗିରଫ…

ହିଞ୍ଜିଳିକାଟୁ, ତା ୨୮।୬(): ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଚୋରୀ କରୁଥିବା ବେଳେ ଚିକିତ୍ସାଳୟ କର୍ମଚାରୀ ଜଣେ ଯୁବକଙ୍କୁ କାବୁ କରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ।‌ ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି କାବୁ ଯୁବକଙ୍କୁ ଗିରଫ କରିଛି।‌ ଗିରଫ ଯୁବକ

ଚିକିଟୀରେ ଜଘନ୍ୟ କାଣ୍ଡ: ପ୍ଲାଷ୍ଟିକ ପାଇପରେ ପିଟି ପିଟି ମା’କୁ ହତ୍ୟା କଲା ପୁଅ…

ଚିକିଟୀ: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କେ.ନୂଆଗାଁ ଥାନା ଅନ୍ତର୍ଗତ କରବାଲୁଆ ଗ୍ରାମରେ ଜଣେ ପୁଅ ପ୍ଲାଷ୍ଟିକ ପାଇପରେ ପିଟି ପିଟି ନିଜ ଜନ୍ମକଲା ମା'କୁ ହତ୍ୟା କରିଛି। ଏହି ନୃଶଂସ କାଣ୍ଡ ଘଟାଇବା ପରେ ଗ୍ରାମବାସୀମାନେ ଅଭିଯୁକ୍ତ

ନିସର୍ତ୍ତ କଥା ସତ ହେଲା,ବେଗୁନିଆପଡା ଅଞ୍ଚଳ ରୁ ହୋମିଓ ପ୍ୟାଥିକ ସ୍ପିରିଟ ଚାଲାଣ ବେଳେ ଜବତ…..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ନକଲି ବିଦେଶୀ ଓ ଦେଶୀ ମଦର ବନ୍ୟା ବୋଲି ଗତ ଶନିବାର ଦିନ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ଆଜି ବ୍ରହ୍ମପୁରରୁ ରୁ ବେଗୁନିଆପଡା କୁ ଚାଲାଣ ହେଉଥିବା ବେଳେ କଞ୍ଚଣା ନିକଟରୁ ଏକ କାରରୁ ୯୪ ବୋତଲ ପୋଲିସ ହୋମିଓ ପ୍ୟାଥିକ ସ୍ପିରିଟ ଜବତ

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ:ଅଭିଯୁକ୍ତ ଗିରଫ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ମଶାଣି ସାହିର ଜଣେ ଯୁବକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।ଯୁବକ ଜଣକ କୋମଣ୍ଡ ମଶାଣି ସାହିର ପବିତ୍ର ଦଳେଇ (୧୯) ।ଅଭିଯୋଗ

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ : ଅଧା ଲଣ୍ଡା କରି ଦୁଇ ଦଳିତକୁ ଗାଁ ଦାଣ୍ଡରେ ଆଣ୍ଠେଇବା ସହ ମାଡ ମାରି ନର୍ଦ୍ଦମା ପାଣି…

ଗୋରକ୍ଷକ ଙ୍କ ବର୍ବର କାଣ୍ଡ ପ୍ରଶାସନ ନାଚାର…..! .ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଇଲାକାରେ ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ଦୁଇ ଜଣ ଦଳିତ ଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇଲେ ଆଣ୍ଠେଇ ଦୁଇ କିଲୋ ମିଟର ଚଳେଇବା ସହ ନର୍ଦ୍ଦମା ର ମଇଳା ପାଣି ପିଆଇଲେ ଲୋକେ

ରାଇଘର କୋଦଭାଟା ସାହିରେ ଡକାୟତି ଘଟଣା :୭ ଦିନ ବିତିଯାଇଥିଲେ ବି ପୋଲିସ ହାତ ଖାଲି…

ପୋଲିସ ଅନ୍ଧାର ରେ ବୁଲାଉଛି ବାଡ଼ି, ଗାଁ ର ନିରୀହ ଲୋକଙ୍କୁ ଉଠାଇ ଥାନା ରେ ଦେଉଛି ଶାରୀରିକ ଓ ମାନସିକ ନିର୍ଯାତନା..! ଉମରକୋଟ/ରାଇଘର :- ( ୨୨/୦୬/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସାହିରେ ବିଗତ ୧୪/୦୬/୨୦୨୫ ରିଖ ସୁନା ଦୋକାନୀ ରାମ ଡାକୁୟା ଓ

ହିଞ୍ଜିଳି :୪ ଶିଶୁ ଶ୍ରମିକ ଉଦ୍ଧାର…

ହିଞ୍ଜିଳିକାଟୁ, ୧୯/୬ () : ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଦିଗରେ

ହାଟପଦା ମାର୍କେଟରେ ଟିଣ ଭାଙ୍ଗି କଂସା ବାସନ ଦୋକାନରୁ ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି…

ବାଲିଗୁଡା, ତା ୧୯/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ସ୍ଥିତ ହାଟପଦା ମାର୍କେଟରୁ ବୁଧବାର ବିଳମ୍ବିତ ରାତିରେ ନିତ୍ୟାନନ୍ଦ ନାୟକ ଙ୍କ କଂସା ବାସନ ଦୋକାନରୁ ଏକ ଦୃର୍ବୁତ୍ତ ଦୋକାନ ଗୃହର ଉପର ଟିଣ ଛପର ଭାଙ୍ଗି ଦୋକାନରେ ପଶି ସୋକେଶ ଡ୍ର ରେ ଥିବା ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ନଗଦ