Browsing Category

ଅପରାଧ

ବୋଲେରୋରୁ ବିଦେଶୀ ମଦ ଜବତ…

କାଲିମେଳା,୧୮|୭ କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୋଣ୍ଡା ପଂଚାୟତ ସଙ୍ଗେଲ ଗ୍ରାମରୁ ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନିର୍ଦେଶ କ୍ରମେ ଏଏସଆଇ ରାମ ନାଥ ମୁଦୁଲିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ

ରେଳବାଇ ଚାକିରି ଦେବାର ଠକ ମାଷ୍ଟର ମାଇଣ୍ଡ ଭୁବନେଶ୍ୱର ରୁ ଗିରଫ……!.

ଦଲାଲ ଙ୍କ ପଛରେ ଦଲାଲ, ପୋଲିସ ର ନାମ ନେଇ କରୁଛନ୍ତି ନିରୀହ ଲୋକଙ୍କୁ ବ୍ଲାକ ମେଲ...! ଏହି ଦଲାଲ ମାନେ ପୋଲିସ ର ଗେଲ୍ହା ପୁଅ ବୋଲି ଶୁଣିବାକୁ ମିଳୁଛି... ବ୍ରହ୍ମପୁର: ଉଚ୍ଚଶିକ୍ଷା ଗ୍ରହଣ ପରେ ହଜାର ହଜାର ଛାତ୍ର ଚାକିରି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହାର ସୁଯୋଗ ନେଇ ଠକ

ଦୁର୍ବୁତ୍ତଙ୍କ ଆକ୍ରମଣରେ ୱେବ ଚ୍ୟାନେଲ ସାମ୍ବାଦିକ ମୃତ…

ମାଲକାନଗିରି, ୧୩।୭ ମାଲକାନଗିରି ଜିଲ୍ଲା ରେ ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଜଣେ ମୃତ, ମୃତକ ଜଣଙ୍କ ଜଣେ ୱେବ ଚେନାଲ ର ସାମ୍ବାଦିକ ବୋଲି ସୂଚନା ମିଳିଛି। ମୃତକ ଙ୍କ ନାଁ ସିଏଚ ନରେଶ। ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ ନରେଶ ଓ ଅନ୍ୟ

ଯୁବକଙ୍କ ଜୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା ସନ୍ଦେହ..!

ଉମରକୋଟ:- ( ୦୭/୦୭/୨୦୨୫) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୮ ନଂ ଡିଏନକେ ଅଞ୍ଚଳରେ ଥିବା କଇଲାଗୁଡ଼ା ଆଧିବାସୀ ଗ୍ରାମର ଏହି ରାସ୍ତାର ପାଖରେ ଥିବା ଡୁମୁର ଗଛରେ ଚନ୍ଦନ ବରକନ୍ଦାଜ (ଆନୁମାନିକ ବୟସ ୨୬ ବର୍ଷ), ପିତା- ସାଗର ବରକନ୍ଦାଜ ଙ୍କ ଜୁଲନ୍ତା ଶବ ଦେଖିବାକୁ

ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରୁ ଚୋରୀ, ଜଣେ ଗିରଫ…

ହିଞ୍ଜିଳିକାଟୁ, ତା ୨୮।୬(): ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଚୋରୀ କରୁଥିବା ବେଳେ ଚିକିତ୍ସାଳୟ କର୍ମଚାରୀ ଜଣେ ଯୁବକଙ୍କୁ କାବୁ କରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ।‌ ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି କାବୁ ଯୁବକଙ୍କୁ ଗିରଫ କରିଛି।‌ ଗିରଫ ଯୁବକ

ଚିକିଟୀରେ ଜଘନ୍ୟ କାଣ୍ଡ: ପ୍ଲାଷ୍ଟିକ ପାଇପରେ ପିଟି ପିଟି ମା’କୁ ହତ୍ୟା କଲା ପୁଅ…

ଚିକିଟୀ: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କେ.ନୂଆଗାଁ ଥାନା ଅନ୍ତର୍ଗତ କରବାଲୁଆ ଗ୍ରାମରେ ଜଣେ ପୁଅ ପ୍ଲାଷ୍ଟିକ ପାଇପରେ ପିଟି ପିଟି ନିଜ ଜନ୍ମକଲା ମା'କୁ ହତ୍ୟା କରିଛି। ଏହି ନୃଶଂସ କାଣ୍ଡ ଘଟାଇବା ପରେ ଗ୍ରାମବାସୀମାନେ ଅଭିଯୁକ୍ତ