Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବାଲି ବ୍ୟବସାୟ କୁ ନେଇ ଗଞ୍ଜାମ ଜିଲ୍ଲାରେ ଗୋଷ୍ଟି କନ୍ଦଳ ବଢୁଛି:ମୁଣ୍ଡ ଗଡ଼ିବା ସମ୍ଭାବନା ଅନେକ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି ମାଫିଆ ମାନେ ବିଭିନ୍ନ ଗୋଷ୍ଟି ରେ ସାମିଲ ହୋଇ ନିଜ ନିଜର ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଲେଣି। ଏବେ ଗଞ୍ଜାମ ଜିଲ୍ଲାରେ ବାଲି ବ୍ୟବସାୟ ରେ ମାତ୍ରାଧିକ ଲାଭ ହେଉଛି। ଏହି ବ୍ୟବସାୟ ରେ ନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ!-->!-->!-->…
ରାଇଘର : ୧୫ କିଲୋ ଗଞ୍ଜେଇ ସହ ଦୁଇ ଗିରଫ…
ଉମରକୋଟ (୧୧/୦୯/୨୦୨୪) ଗତ କାଲି ନବରଙ୍ଗପୁର ଜ଼ିଲ୍ଲା ରାଇଘର ପୋଲିଶ ପ୍ରଶାସନ ତରଫରୁ ସଂଧ୍ୟା ସମୟ ରେ ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ସନ୍ଦିଗ୍ଧ ଲୋକଙ୍କୁ ପାଖରେ ଥିବା ତିନିଟି ବ୍ୟାଗରୁ ୧୫ କିଲୋ ଗଞ୍ଜେଇ ସହ ସେମାନଙ୍କୁ ଗିରଫ କରିଛି ପୋଲିସ ସୂଚନା ପ୍ରକାରେ, ରାଇଘର!-->!-->!-->…
ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକକୁ ଗିରଫ ପରେ କୋର୍ଟ ଚାଲାଣ…
ବାଲିଗୁଡା,୦୭/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ କୁ ଅଟକାଇ ଲୁଟ କରୁଥିବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଅନୁସାରେ କଟକର ରତ୍ନାକର ବେହେରା ନାମକ!-->…
ମନମାନି ଯୋଗୁଁ ଟାଟା ପାୱାରକୁ ଅଦାଲତ ଛାଟ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ, ଫୁଲବାଣୀ ସ୍ଥାନୀୟ TPSODL କତୃପକ୍ଷ ଙ୍କୁ ଟାଟା ପାୱାର ର ମନମୁଖୀ କାର୍ଯ୍ୟ କଳାପ ଓ ଏକ ଚାଟିଆ ବ୍ୟବସାୟିକ ମନୋବୃତ୍ତି କୁ ନାପସନ୍ଦ କରି ଇତି ମଧ୍ୟରେ ଏକ ଏତିହାସିକ ରାୟ ପ୍ରକାଶ କରିଛନ୍ତି l ସୂଚନା ପ୍ରକାରେ, ଜିଲ୍ଳା ସ୍ଥାୟୀ ଲୋକ!-->!-->!-->…
ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ…
ନବରଙ୍ଗପୁର : କୋଡିଙ୍ଗା ବନାଞ୍ଚଳ ଅଧିନସ୍ଥ ବାଗିନୀ ଗ୍ରାମ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା କୁ୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ମୂଲଚାଲ ଚାଲିଥିବା ସମୟରେ ମାଡ଼ି ବସିଛନ୍ତି ବନବିଭାଗ କର୍ମଚାରୀ l ଫଳରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି l!-->!-->!-->…
ଚିକିଟୀ ମଦ ମୃତ୍ୟୁ ମାମଲାରେ ଆଉ ଜଣେ ମୃତ୍ୟୁ,୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା ତଥାପି ତଦନ୍ତ ରେ ମନ୍ଥର..!!
ମୁଖ୍ୟ ଆସାମୀ କୁ ହାତ ମାରିବାକୁ ଡରୁଛି ପ୍ରଶାସନ...!!
ରାଜଧାନୀରେ ଚାଞ୍ଚଲ୍ୟ; ଚାଲିଥିଲା ତନ୍ତ୍ର ସାଧନା, ଦିଆଯାଉଥିଲା ନରବଳି !
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭଡ଼ା ଘରେ ଚାଲିଥିଲା ତନ୍ତ୍ର ସାଧନା। ଆଉ କାଉଁରୀ କନ୍ୟାଙ୍କୁ ବଳି ଦିଆଯାଉଥିବା ଅଭିଯୋଗ ହେଉଛି। ଘର ଭିତରୁ ହାଡ ଓ ରକ୍ତ ରଞ୍ଜିତ ଗାଙ୍ଗୁଲା ମିଳିଥିବାରୁ ବଳି ଦିଆଯାଉଥିବା ଅଭିଯୋଗକୁ ବଳ ମିଳିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍!-->…
ସାଇବର ଲୁଟେରାଙ୍କ ଜାଲରେ ଦମ୍ପତି, ଲୁଟିନେଲେ ୧୭ ହଜାର ଟଙ୍କା
ମାଲକାନଗିରି : ବର୍ତ୍ତମାନ ସମୟରେ ସମସ୍ତ ସେବା ଗୁଡିକୁ ଡିଜିଟାଲ ବ୍ୟବସ୍ଥା ରେ ରୂପାନ୍ତରିତ କରାଯିବା ବେଳେ ଏହାର ସୁଯୋଗ ନେଇ ବିଭିନ୍ନ ଆଳରେ ଲୁଟୁଛନ୍ତି ସାଇବର ଲୁଟେରା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ସରକାରୀ କଲୋନୀ ରେ ରହୁଥିବା ସନାତନ ବାରିକ ଏବଂ ତାଙ୍କ ପତ୍ନୀ!-->…
କନ୍ଧମାଳ : ଲାଞ୍ଚୁଆ ଏସଆଇ ଗିରଫ…
ଫୁଲବାଣୀ:ଏକ ମାମଲାର ରଫାଦଫା କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କୋଟଗଡ ଥାନା ଏଏସଆଇ ରଜନୀକାନ୍ତ ଦାସ।ସୂଚନା ଅନୁଯାୟୀ, ଜନୈକ ବ୍ୟକ୍ତି ଏବଂ ତାଙ୍କର କିଛି ସାଙ୍ଗମାନଙ୍କ ନାମରେ କୋଟଗଡ ଥାନାରେ ଏକ ମାମଲା!-->!-->!-->…
ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ କୁନି ଛାତ୍ର : ଥାନାରେ ଏତଲା, ପ୍ରଧାନ ଶିକ୍ଷକ ଫେରାର…
ଫୁଲବାଣୀ : ସାଙ୍ଗ ସାଥି ମେଳରେ ରହି ଭଲ ପାଠ ପଢିବ ଓ ଯୋଗ ଶିକ୍ଷା ଗ୍ରହଣ କରିବ ତାପରେ ସ୍କୁଲରେ ନାମ ଲେଖାଯିବ ଏହି ଆଶା ନେଇ ବାପା ମାଁ ଏକ ଘରୋଇ ଆଶ୍ରମ ସ୍କୁଲରେ ଛାଡିଥିଲେ । ହେଲେ ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ ହୋଇ ଦିର୍ଘ ଦିନ ଧରି ହଷ୍ଟେଲ ମଧ୍ୟରେ ରଖାଯାଇଥିବା ଘଟଣା!-->!-->!-->…