Browsing Category

ଅପରାଧ

ଆକ୍ସନ ମୋଡରେ ରାଇଘର ତହସିଲଦାର : ବେଆଇନ ବାଲି ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…

ଉମରକୋଟ /ରାଇଘର, (୧୩/୦୬/୨୦୨୬) ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣ ରୋକିବା ପାଇଁ ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ରାଇଘର ତହସିଲଦାର ମନମୋହନ ସାହୁ ଶୁକ୍ରବାର ଅପରାହ୍ନରେ ଏକ ଚଢ଼ାଉ କରି ବେଆଇନ ଭାବେ ବାଲି ପରିବହନ

୨୫ କେଜି ଗଂଜେଇ ଜବତ : ୨ ଗିରଫ…

ମାଲକାନଗିରି୧୧/୦୬/୨୬ମାଲକାନଗିରି ଆଦର୍ଶ ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ୨ ଯୁବକଙ୍କୁ ଗିରଫ କରିଛି। ଗତକାଲି ସକାଳ ୧୧ଟା ସମୟରେ ସହରର ଚମ୍ପାଖାରି ଚେକ୍ ପୋଷ୍ଟ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ମଟରସାଇକେଲ କୁ ପୂର୍ବ ସୂଚନା ଆଧାରରେ ପୋଲିସ ଅଟକାଇ ଯାଞ୍ଚ କରିଥିଲେ।

ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ

ବାଲିଗୁଡ଼ା:ତା, ୧୦/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ୫ ଡକାୟତ ଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ ।ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡ଼କାୟତି । ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ

ଆସିକା ପୋଲିସ କବ୍ଜାରେ ଅନ୍ତରାଜ୍ୟ ବାଇକ ଲୁଟେରା ଗ୍ୟାଙ୍କ : ୧୦ ଟି ଚୋରି ବାଇକ ସହ ତିନି ଅଭିଯୁକ୍ତ ଗିରଫ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା।ଆସିକା ଏରୋଗଲା ବସ୍ତି ରୁ ୧୦ ଟି ଚୋରି ବାଇକ ଜବତ ସହ ତିନି ଅନ୍ତରାଜ୍ୟ ବାଇକ ଲୁଟେରା ଗ୍ୟାଙ୍କକୁ ଧରିଲା ପୋଲିସ l ତିନି ଗିରଫ ଅଭିଯୁକ୍ତ ହେଲେ ଗଣ୍ଡପଲ୍ଲୀ ଗ୍ରାମର ଏ.ସନ୍ତୋଷ, ଡି. ଚିନା ଓ ଠେଙ୍ଗାତମ୍ବା ପଲ୍ଲୀ

ବ୍ରହ୍ମପୁର ପୋଲିସ ର ବଡ଼ ସଫଳତା : ରୋହିଗାଁ ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ଜଣେ ମହିଳା ସମେତ ୨୦ ଜୁଆଡ଼ି ଗିରଫ..

୫ଲକ୍ଷ ୪୪ ହଜାର ଟଙ୍କା , ୧୯ଟି ମୋବାଇଲ , ୧୫ଟି ମୋଟର ସାଇକେଲ ଓ ଗୋଟିଏ ଗାଡି ଜବତ... ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ରୋହିଗାଁ ସ୍ଥିତ ଏକ ଜଙ୍ଗଲ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ବୁଧବାର ବିଳମ୍ବିତ ରାତ୍ରିରେ ଏସ୍ ପି.ଡ଼ାକ୍ତର.ସର୍ବଣା ବିବେକ ଏମଙ୍କ

କବିସୂର୍ଯ୍ୟନଗର ଥାନାରେ ବିକଳାଙ୍ଗ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ : ନିଲମ୍ବନ ହେଲେ ତିନିଜଣ ପୋଲିସ କର୍ମଚାରୀ ଜଣେ ଆଇ ପି…

ପଥର ମାଫିଆ କଥା ଶୁଣି ପୋଲିସ ବାବୁ ମାନେ ହଟହଟା ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ରେ ଥାର୍ଡ଼ ଡିଗ୍ରୀ ରେ ଜଣେ ବିକଳାଙ୍ଗ ଯୁବକଙ୍କୁ ନିର୍ଯ୍ୟାତନା ଦେବା ପରେ ମୃତ୍ୟୁ ଘଟିଥିଲା। ପୋଲିସ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ ହୋଇଛି। ପ୍ରୋବେସେନେଲ ଆଇପିଏସ ଅଧିକାରୀ ଙ୍କୁ

ଆସିକାରେ ବିଭିନ୍ନ ଦୋକାନରୁ ବିପୁଳ ପରିମାଣର ଗୁଟଖା ଜବତ କଲା ପ୍ରଶାସନ…

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲପାଳଓ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଆସିକାର ବିଭିନ୍ନ ଦୋକାନରେ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ ହୋଇଛି । ଏହି ଚଢ଼ାଉରେ ଆସିକା ତହସିଲଦାର ସଂଗୀତା ସେଣ,ଅତିରିକ୍ତ ତହସିଲଦାର ଅମରେଶ ସାବତ, ଆସିକା ଉପଖଣ୍ଡ ପୋଲିସ