Browsing Category

ଆଞ୍ଚଳିକ

ଗରୀବ ଆଦିବାସୀଙ୍କ ପଟ୍ଟାଜମିରେ ସରକାରୀ ଖେଳପଡିଆ ନିର୍ମାଣ

କୋରାପୁଟ /କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଛତର୍ଲା ପଞ୍ଚାୟତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳିତ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ଜମି ହଡ଼ପ ମନୋଭାବ ଯୋଗୁଁ ସଠିକ ଭାବେ ଜନହିତକର କାର୍ଯ୍ୟର ପରିଚାଳନା ନ ହୋଇ ବ୍ୟବହାର ହୀନ ଭାବେ ପଡ଼ିରହି ଥିବା ସାଧାରଣରେ ଚର୍ଚ୍ଚା…

ଜୋରସୋରରେ ଚାଲିଛି କୁକୁଡ଼ାଗାଲୀ,ଖିଡିଖିଡି ଜୁଆ

ନବରଙ୍ଗପୁର/ (କୋଷlଗୁମୁଣ୍ଡା ଥାନା) : ନବରଙ୍ଗପୁର ଜ଼ିଲ୍ଲାର ଛତିଶଗଡ ସୀମାନ୍ତବର୍ତ୍ତୀ କୋଷଗୁମୁଣ୍ଡା ଥାନାର ବଡଆମଡା ଫାଣ୍ଡି ଅନ୍ତର୍ଗତ କିଡ୍ରିପାଲି,ମାଙ୍କଡି ଏବଂ ଚୁରାଗାଁରେ ବେଆଇନ ଭାବେ କୁକୁଡ଼ା ଗାଲୀ, ଖିଡିଖିଡି ଜୁଆ ଜୋର ସୋରରେ ଚାଲିଛି l ଯାହା ଫଳରେ ଅଞ୍ଚଳର ଗରୀବ, ନିରୀହ…

ଗଞ୍ଜାମ ଜିଲ୍ଲା ବାହୁଦା ସୋନପୁରଠାରେ ଗ୍ରେଟର ଫ୍ଲେମିଙ୍ଗୋ ବା ବଡ଼ ଏରା ପକ୍ଷୀ ଠାବ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୋନପୁର ବାହୁଦା ନଦୀ ଅବବାହିକାରେ ଜଳପକ୍ଷୀ ଅନୁସନ୍ଧାନ ସମୟରେ ଶୀତକାଳୀନ ପ୍ରବାସୀ ପକ୍ଷୀ ମାନଙ୍କ ମଧ୍ୟରେ ଦୁଇଗୋଟି ଗ୍ରେଟର ଫ୍ଲେମିଙ୍ଗୋ ବା ବଡ଼ ଏରା ପକ୍ଷୀ ଦେଖିବାକୁ ମିଳିଛି l ଏକ ଘଣ୍ଟାର ପର୍ଯ୍ୟବେକ୍ଷଣ ଅବଧି ମଧ୍ୟରେ ପକ୍ଷୀ ଦୁଇଟି ଖାଦ୍ୟ ସଂଗ୍ରହ…

ମାଙ୍କଡ଼ା ପଥର ଚୋରା ଚାଲାଣ : ଖଣି ମାଫିଆଙ୍କ ନୂଆଚାଲ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ଭଗବତୀ ପ୍ରସାଦ ମାଙ୍କଡ଼ା ପଥର ଖଣିରୁ ପ୍ରତି ରାତିରେ ବେଆଇନ ଭାବରେ ମାଙ୍କଡ଼ା ପଥର ଖନନ ଏବଂ ସେଗୁଡ଼ିକ ଚୋରା ଚାଲାଣ ହେଉଥିବା ବେଳେ ଖଣି ବିଭାଗ କିନ୍ତୁ ନୀରବଦ୍ରଷ୍ଟା। ଏହି ଅଞ୍ଚଳର ଖଣି ମାଫିଆ ମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ…

ଗତ ଏକମାସ ମଧ୍ୟରେ ଓଡ଼ଗାଁ ଥାନା ଅଞ୍ଚଳରୁ ୧୪ ନିଖୋଜ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରୁ ଗତ ଏକମାସ ମଧ୍ୟରେ ୧୪ ଜଣ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି ।ନିଖୋଜ ମାନଙ୍କ ମଧ୍ୟରେ ୬ ଜଣ ବିବାହିତ ମହିଳା, ୩ ଜଣ ଯୁବତୀ, ୨ଜଣ ପୁରୁଷ, ଜଣେ ନାବାଳକ ଏବଂ ୨ଜଣ ନାବାଳିକା ଅଛନ୍ତି ।ଉଗ୍ର ଆଧୁନିକତା, ଅପ୍ରାକୃତିକ ଯୌନ ଲାଳସା,…

ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଭିନବ ପ୍ରୟାସ: ମହିଳା ବିଏସଏଫ୍ ଯବାନଙ୍କ ଦ୍ୱାରା ଛାତ୍ରୀଙ୍କୁ ପ୍ରେରଣା

ଚିତ୍ରକୋଣ୍ଡା (ମାଲକାନଗିରି): ଛାତ୍ରଛାତ୍ରୀଙ୍କ ମନୋବଳ ସୁଦୃଢ଼ କରିବା ସହ ସେମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାଲକାନଗିରି…

ଆର୍ଦ୍ରଭୂମିର ସୁରକ୍ଷା ହିଁ ପରିବେଶର ସୁରକ୍ଷା: ଚିତ୍ରକୋଣ୍ଡା ଇକୋ ପାର୍କରେ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳିତ

ଚିତ୍ରକୋଣ୍ଡା (ମାଲକାନଗିରି) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଇକୋ ପାର୍କ ପରିସରରେ ବିଶ୍ୱ ଆର୍ଦ୍ରଭୂମି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶର ସନ୍ତୁଳନ ରକ୍ଷା କରିବାରେ ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି…

ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ରୋଡମ୍ୟାପ୍: କେନ୍ଦ୍ର ବଜେଟକୁ ନେଇ ବ୍ରହ୍ମପୁରରେ ମନ୍ତ୍ରୀ ବିଭୂତି ଜେନାଙ୍କ…

ବ୍ରହ୍ମପୁର, ୦୨/୦୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଆଗତ ୨୦୨୬-୨୭ ବର୍ଷର ବଜେଟକୁ ଏକ ‘ଯୁଗାନ୍ତକାରୀ ଓ ଲୋକାଭିମୁଖୀ’ ବଜେଟ୍ ଭାବେ ଅଭିହିତ କରିଛନ୍ତି ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା।…

ଛତ୍ରପୁରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ହସ୍ତଗତ ହେଲା ୧୯୫ ଟି ବ୍ୟକ୍ତିଗତ, ୧୬ ଟି ସାମୁହିକ ଅଭିଯୋଗ ଛତ୍ରପୁର : ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଜିଲ୍ଲା ସଦର ମହକୁମା ଛତ୍ରପୁରସ୍ଥ ଜଉଗଡ ସମ୍ମିଳନୀ କକ୍ଷ ଠାରେ  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ୍ବି…

ପଡିଆ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତରୁ ମୋଟ ୪୪ ଟି ଅଭିଯୋଗର ଶୁଣାଣୀ କରାଯାଇଥିବା ଜଣାପଡିଛି। ପଡିଆ…