Browsing Category

ଅପରାଧ

ମାଓବାଦୀ ଙ୍କ ପ୍ରେସର ଆଇଡି ବିସ୍ଫୋରଣ ରେ ୩ ନିରୀହ ଗ୍ରାମବାସୀ ଆହତ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମାଓବାଦୀଙ୍କ କାପୁରୁଷତା ଏବଂ ଅମାନବୀୟ ଘଟଣାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଆଜି ସକାଳେ ଏକ ପ୍ରେସର ଆଇଇଡି ବିସ୍ଫୋରଣରେ ତିନି ଜଣ ନିରୀହ ଗ୍ରାମବାସୀ ଗୁରୁତର

ଓଡ଼ଗାଁ ବନ ବିଭାଗ କବଜାରେ ୩ ଶିକାରୀ: ୨ ବନ୍ୟପ୍ରାଣୀ ସହିତ ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ଓ ୫ ଗୁଳି ଜବତ…

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ବାଣ୍ଠପୁର ଜଙ୍ଗଲରେ ପଟ୍ରୋଲିଂ କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ଧରିବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କଠାରୁ ୨ଟି ମୃତ ଶାଳିଆପତନୀ, ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ସହିତ ୫ ଟି ଗୁଳି ଜବତ କରାଯାଇଛି।ଗିରଫ ଶିକାରୀ ମାନେ

କୋମଣ୍ଡ ପଥର ଖଣି ରୁ ପଥର ଚାଲାଣକୁ ନେଇ ବିବାଦ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୁବକ ଗୁରୁତର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ରାଜସ୍ବ ଅଞ୍ଚଳର କୋମଣ୍ଡ ଓ ରୋହିବାଙ୍କ ପଥର ଖଣିରୁ ବେଆଇନ ପଥର କଟା ଓ ପଥର ଚାଲାଣ କୁ ନେଇ ଦୀର୍ଘଦିନ ହେବ ଲାଗିଥିବା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦ କୁ ପ୍ରଶମିତ କରିବା

ଗଞ୍ଜାମ ପୋଲିସ ଜିଲ୍ଲା ପରେ ଏବେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚଢ଼ାଉ: ୬ ମାଉଜର ଓ ଜୀବନ୍ତ ଗୁଳି ଜବତ,୧୨ ଗିରଫ…..!

ଜିଲ୍ଲାରେ ମାଳ ମାଳ ମାଉଜର, ଟାର୍ଗେଟ ରେ କିଏ ?.....! ବ୍ରହ୍ମପୁର: ଚଳିତ ମାସ ରେ ଗଞ୍ଜାମ ପୋଲିସ ହାତରେ ମାଳ ମାଳ ମାଉଜର ସାଙ୍ଗକୁ ୩୦ ରୁ ଉର୍ଦ୍ଧ ଅପରାଧୀଙ୍କୁ ପୋଲିସ ବାନ୍ଧିଥିଲା। ଆଜି ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ୬ ମାଉଜର ଜୀବନ୍ତ ଗୁଳି

ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା : ଥାନାରେ କଲା ଆତ୍ମସମର୍ପଣ..

ବାଲିଗୁଡା,: କନ୍ଧମାଳ ଜିଲ୍ଲା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ବଣ୍ଡଗୁଡ଼ା ପଞ୍ଚାୟତ ଘସାଗୁଡ଼ା ଗ୍ରାମରେ ଘଟିଯାଇଛି ପୈଶାଚିକ କାଣ୍ଡ। ନୃଶଂସ ବାପା ପଥରରେ ଛେଚି ୧୪ ବର୍ଷର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ,

ନୟାଗଡ ଜିଲ୍ଲା ରେ ଗଞ୍ଜାମ ର ଅପମିଶ୍ରଣ ଦେଶୀ ମଦର ବହୁଳ ପ୍ରସାର…..!

ବାବୁ ମାନଙ୍କ ଆଶ୍ରିବାଦ ରେ ଚାଲିଛି ଏହି କାରବାର…!ବ୍ରହ୍ମପୁର://ଭୁବନେଶ୍ୱର: ନୟାଗଡ଼ ଅଞ୍ଚଳ କୁ ବାହାର ଜିଲ୍ଲାର ଅପମିଶ୍ରଣ ଦେଶୀ ମଦ ଅବାଧ ରେ ଆସୁଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ଭାଟିରେ ମହୁଲ ସ୍ଥାନରେ ଗୁଡ଼ ଓ ୟୁରିଆ ମିଶ୍ରିତ ପୋଚ ପ୍ରସ୍ତୁତ ହୋଇ ଦେଶୀ ମଦ ତିଆରି

ଯୁବତୀ କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ : ବ୍ୟବହୃତ ଅଟୋ ଜବତ…

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀକୁ ଅଟୋ ରେ ଘରକୁ ଛାଡିବାକୁ କହି ଜୋର ଜବରଦସ୍ତ ନେଇ ତିନି ଜଣ ସାଙ୍ଗ ୭ ଦିନ ଏକ ଭଡା ଘରେ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ର ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଯୁବକ କୁ ଗିରଫ କରିବା ସହ ଝିଅ କୁ

ଦେଶୀ ମଦ ବ୍ୟବସାୟ କୁ ନେଇ ଚାଲିଛି ପ୍ରତିଦ୍ବନ୍ଦିତା..! ମୁଣ୍ଡ ଗଡ଼ିବା ସମ୍ଭାବନା ଅନେକ…!

ଗୁଡ଼ ଓ ୟୁରିଆରେ ଚାଲିଛି ବିଷାକ୍ତ ମଦ ପ୍ରସ୍ତୁତ….! ବଟି ନେଇ ନିଘୋଡ଼ ନିଦରେ ପ୍ରଶାସନ...! କେବଳ କାଗଜ କଲମରେ ମହୁଲ ମଦ..., ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦେଶୀ ମଦ ପ୍ରସ୍ତୁତ ମହୁଲ ନାଁ ରେ ସରକାରୀ ଦେଶୀ ଭାଟି ରହିଛି। ଅବକାରୀ ବିଭାଗ ର ସିଂହ ଭାଗ ଥାଇ ଆସିକା, ଶେରଗଡ଼,