Browsing Category

ଅପରାଧ

ବହୁ ଚର୍ଚ୍ଚିତ ମନୋଜ ଜେନା ହତ୍ୟା କାଣ୍ଡ ସମେତ ବହୁ ଅପରାଧିକ ମାମଲା ରେ ସମ୍ପୃକ୍ତ ଥିବା ଦୁର୍ଦ୍ଧାନ୍ତ ଅପରାଧି ହୃଷୀ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲିସ କେ.ନୂଆଗାଁ ପୋଲିସ ହାତରେ ଦୁର୍ଦ୍ଧାନ୍ତ ଅପରାଧି ହୃଷୀ ପାତ୍ର ଓ ତାର ସହଯୋଗ କାର୍ତ୍ତିକ ନାହାକ ଗିରଫ ମାଉଜର ସହ ଜୀବନ୍ତ ଗୁଳି ଜବତ। ଆସିକା ଅଞ୍ଚଳର କଂଗ୍ରେସର ଯୁବ ନେତା ମନୋଜ ଜେନା ହତ୍ୟା କାଣ୍ଡ ଘଟଣା ରେ ହୃଷୀ ଓ କାର୍ତ୍ତିକ ସମ୍ପୃକ୍ତ ଥାଇ ଜେଲ

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଠାବ….

ମାଲକାନଗିରି :ମାଲକାନଗିରି ଥାନା ଅନ୍ତର୍ଗତ ଏମ ପି ଭି - ୧୨ ନିକଟସ୍ଥ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଠାବ । ମୃତ ଯୁବକ ଏମ ପି ଭି ୧୭ ଗ୍ରାମର ଶଙ୍କର ଦାସ (୪୮)ଙ୍କ ପୁଅ ସମୀର ଦାସ (୨୨) ବୋଲି ଜଣାପଡ଼ିଛି । ମଙ୍ଗଳବାର ଦିନ ମନ୍ଦାପଲ୍ଲି ପଞ୍ଚାୟତକୁ ଚାଉଳ ଉଠାଇ ଫେରିବା ସମୟରେ ନିକଟସ୍ଥ

ବ୍ରହ୍ମପୁର ପୋଲିସ ଦ୍ୱାରା ଦୁର୍ଦ୍ଧାନ୍ତ ଅପରାଧି ସୁନୀଲ କୁ ଏନକାଉଣ୍ଟର :ଶେଷରେ ନିଃସର୍ତ୍ତ ଖବର କୁ ଫୋଲୋ କଲା…

ମଦ ଓ ବାଲି ମାଫିଆ ଙ୍କ ଥିଲା ଗର୍ଡ ଫାଦର …..! ଗୁଳିର ଜବାବ ଗୁଳିରେ ଦେଲା ପୋଲିସ….ବ୍ରହ୍ମପୁର: ଶେଷରେ ଗଞ୍ଜାମ ପୋଲିସକୁ ଏନକାଉଣ୍ଟର ର କ୍ଷମତା ମିଳିଛି। ତାହାର ଜବାବ ଦେବାକୁ ଯାଇ ଆଜି ବ୍ରହ୍ମପୁର ସ୍ଥିତ ଗୋଳନ୍ଥରା ପୋଲିସ ଓ ସ୍ୱତନ୍ତ୍ର ଟିମ ଦ୍ୱାରା ଗଞ୍ଜାମ ଜିଲ୍ଲାର

ଅଣାୟତ୍ତ ଗଞ୍ଜାମ ଜିଲ୍ଲା କଥା କଥାକେ ଖଣ୍ଡା ଓ ମାଉଜର ଗର୍ଜୁଛି..!

ବ୍ରହ୍ମପୁର:ଅଶାନ୍ତ ଗଞ୍ଜାମ ଜିଲ୍ଲା, ପୁଣି ୩ ଯୁବକକୁ ହାଣିଲେ ଦୁର୍ବୁତ୍ତ।ପ୍ରତିଦିନ ଜିଲ୍ଲାରେ ଗୋଷ୍ଠୀ ବିବାଦ ସହ ହଣାମରା ଓ ଗୁଳି ଫୁଟୁଛି ଯାହା ଫଳରେ ଅଶାନ୍ତ ହୋଇଛି ରହିଛି ପୁରା ଗଞ୍ଜାମ ଜିଲ୍ଲା । ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ

ମାଲକାନଗିରିରେ ପୁଣି ଲଜ୍ଜା : ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କ ସହ କଲେ ଦୁଷ୍କର୍ମ…

ମାଲକାନଗିରି,୨୭/୦୭ମାଲକାନଗିରି ଜିଲ୍ଲା ଓରକେଲ ଥାନାରେ ପୁଣି ଜଣେ ନାବାଳିକା ଦୁଷ୍କର୍ମ ର ଶିକାର ହୋଇଥିବା ନେଇ ଶନିବାର ଏକ ମାମଲା ରୁଜୁ ହୋଇଛି। ତେବେ ଗତ ୭ ଦିନ ପୂର୍ବେ ଜଣେ ନାବାଳିକା ଗଣଦୁଷ୍କର୍ମ ର ଶିକାର ହୋଇଥିବା ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଆଜି ପୁନଃ

ଦଶପଲ୍ଲା ଵନ ବିଭାଗ ତରଫରୁ ମୁଲ୍ୟବାନ ଶାଗୁଆନ ପଟ୍ଟା ଜଵତ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଵନାଞ୍ଚଳ କାର୍ଯ୍ୟାଳୟରେ ନୂତନ ଅଧିକାରୀ ଯୋଗଦାନ କରିବା ପରେ ଏନଏସି ଅନ୍ତର୍ଗତ ଖଣ୍ଡପଡ଼ା ଗ୍ରାମ ରେ ଦଶପଲ୍ଲା ଵନ ବିଭାଗ ତରଫରୁ ଚଢ଼ାଉ କରାଯାଇ ୩୦ ଖଣ୍ଡ ଶାଗୁଆନ ପଟ୍ଟାକୁ ଜଵତ କରାଯାଇଛି,ଜଵତ ପଟ୍ଟା ର ମୁଲ୍ୟ ପ୍ରାୟ ୧୦ ହଜାର ଟଙ୍କା ହେବ , ଏଥି ସହ

ଆଶ୍ରମ ବିଦ୍ୟାଳୟରୁ ଆସିଲା ଲଜ୍ଜ୍ୟା ଖବର : ଦୁଇ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ :

ବାଲିଗୁଡା, ତା, ୨୫/୦୭ : କନ୍ଧମାଳରେ ପୁଣି ଲଜ୍ୟା।ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା। ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ସରକାରୀ ଆବାସିକ ବାଳିକା ଉଚ୍ଚ

ଆସିକା ରେ ଚାଞ୍ଚଲ୍ୟ ବନ୍ଧୁକ ଦେଖେଇ ମାଆ ପୁଅ ଠୁ ଲୁଟି ନେଲେ ତିନି ଲକ୍ଷ ଟଙ୍କା ….

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ନିରାଳ ୠଷିପୁର ରାସ୍ତା ନିକଟରେ ମାଆ ପୁଅ କୁ ବନ୍ଧୁକ ଓ ଛୁରୀ ଦେଖେଇ ଜୀବନରେ ମାରି ଦେବାକୁ ଧମକ ଦେଇ ତିନି ଲକ୍ଷ ଟଙ୍କା ଲୁଟି ନେଲେ ଚାରି ଦୃର୍ବୁତ୍ତ l ସୂଚନା ଅନୁସାରେ ମା ମହାଲକ୍ଷ୍ମୀ ଏସ. ଏଚ. ଜି ଗ୍ରୁପ ର ଛବିତା ବେହେରା ଓ ପାଞ୍ଚ ଜଣ