Browsing Category

ଅପରାଧ

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ

କନ୍ଧମାଳ, ତା, ୧୫/୦୬:: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ବଇରୀକୁମ୍ପା ନିକଟରେ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ ମୃତଦେହ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି l ଏଥି ସହିତ ହତ୍ୟାରେ ବ୍ୟବହୃତ

ବେଆଇନ ମାଙ୍କଡ଼ା ବୋଝେଇ ମିନିଟ୍ରକ ଜବତ: ଜଣେ ଗିରଫ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ କୋମଣ୍ଡ ଅଞ୍ଚଳରୁ ଏକ ବେଆଇନ ମାଙ୍କଡ଼ା ବୋଝେଇ ମିନିଟ୍ରକ ଜବତ କରିବା ସହିତ ଚାଳକକୁ ଗିରଫ କରିଛି । ଗିରଫ ଜଣକ ରୋହିବାଙ୍କ ର ରବୀନ୍ଦ୍ର ସେଠୀ। ଓଡ଼ଗାଁ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଓଡ଼ି ୨୫ଡି ୬୪୬୩ ନମ୍ବର ବିଶିଷ୍ଟ ମିନିଟ୍ରକ ରେ ବେଆଇନ

ନବରଙ୍ଗପୁର ଜିଲ୍ଲା ରାଇଘର ସଦର କୋଦଭାଟା ସାହିରେ ଡକାୟତି : ପିସ୍ତୋଲ ଦେଖାଇ ଲୁଟିନେଲେ ସୁନା ଅଳଙ୍କାର ଭର୍ତ୍ତି ଥିବା…

ଉମରକୋଟ :- ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସାହିରେ ଥିବା ରାମ ଡାକୁୟା ( ସୁନା ଦୋକାନୀ )ସବୁ ଦିନ ଭଳି ନିଜ ସୋନା ଦୋକାନ ବନ୍ଦ କରି ନିଜ ସ୍ତ୍ରୀଙ୍କ ସହ ଘରକୁ ଫେରି ବାଉଣ୍ଡାରୀ ଥିବା ଫାଟକ ଚାବି ଖୋଲି ବାଉଣ୍ଡାରୀ ଭିତରେ ପ୍ରବେଶ କରିବାକ୍ଷଣି, ତାଙ୍କରି ସେହି

ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଋଷିକୂଲ୍ୟା ନଦୀ : ବେଆଇନ ବାଲି ଘାଟକୁ ନେଇ ବିବାଦ, ବୋମାମାଡ ସହ ଯୁବକଙ୍କୁ…

ହିଞ୍ଜିଳିକାଟୁ ୧୨!୬ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଋଷିକୂଲ୍ୟା ନଦୀ। ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବ୍ୟାପକ ବାଲି ଚୋରା ଚାଲାଣ । ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି ଓ ଖରିଡା ଗ୍ରାମ ଭିତରେ ବେଆଇନ ଭାବେ ରାସ୍ତା କରାଯାଇ ବଡ଼ବଡ଼ ମେସିନ ଲଗାଇ

ଜଣେ ବ୍ୟକ୍ତିଙ୍କୁ ତୀର ମାରିବା ଅଭିଯୋଗରେ ଜଣେ ଗିରଫ…

ଘଟଣାର ତଦନ୍ତ କଲେ ୫ ଜଣିଆ ସାଇଣ୍ଟିଫିକ ଟିମ ମାଲକାନଗିରି : ଓର୍କେଲ ଥାନା ଅଧିନସ୍ତ ରାସବେଡା ପଞ୍ଚାୟତର ପାଲକାଗୁଡା ଗ୍ରାମରେ ଗତ ୮ ତାରିଖ ଦିନ କୌଣସି କାରଣରୁ ଉକ୍ତ ଗ୍ରାମରେ ରହୁଥିବା ଶ୍ରୀପତି ମୁଦୁଲୀ ଏବଂ ହାଡ଼ି ମୁଦୁଲୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଘଟଣାକୁ ନେଇ ସେହିଦିନ

ସାହାର୍ଯ୍ୟ କରିବା ବାହାନାରେ ବୃଦ୍ଧାଙ୍କର ଲୁଟି ନେଲେ ଅଢ଼େଇ ଲକ୍ଷର ଉର୍ଦ୍ଧ ଟଙ୍କାର ସୁନାଗହଣା….

ବ୍ରହ୍ମପୁର -: ସହାୟତା ନାଁରେ ସଜ୍ଜା,ସାହାର୍ଯ୍ୟ କରିବା କହି ବୃଦ୍ଧାଙ୍କଠାରୁ ଲୁଟି ନେଲା ଅଢ଼େଇ ଲକ୍ଷରର ଉଦ୍ଧ୍ୱର୍ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଏମ୍କେସିଜି ବଡ଼ମେଡ଼ିକାଲ ପରିସରରେ । ଆର.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ

ସନ୍ଦେହ ଘେରରେ ଯୁବତୀଙ୍କ ମୃତଦେହ ଉଦ୍ଧାର : ଯୁବତୀଙ୍କ ଚକ୍ଷୁଦାନ କଲେ ପରିବାର….

ହିଞ୍ଜିଳିକାଟୁ, ତା ୯।୬(): ହିଞ୍ଜିଳି ପୁଲିସ ସୋମବାର ସକାଳେ ଜଣେ ଯୁବତୀଙ୍କ ମୃତଦେହ ଜବତ କରିଛି। ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ଗୋପବନ୍ଧୁମାର୍ଗ ଅଞ୍ଚଳର ବର୍ଷା ବେହେରା (୨୦) ।‌ ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୧୪/୨୫ ରେ ଏକ ଅପମୃତ୍ୟୁ ମାମଲା