Browsing Category

ଅପରାଧ

ଯୁବତୀ କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ : ବ୍ୟବହୃତ ଅଟୋ ଜବତ…

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀକୁ ଅଟୋ ରେ ଘରକୁ ଛାଡିବାକୁ କହି ଜୋର ଜବରଦସ୍ତ ନେଇ ତିନି ଜଣ ସାଙ୍ଗ ୭ ଦିନ ଏକ ଭଡା ଘରେ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ର ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଯୁବକ କୁ ଗିରଫ କରିବା ସହ ଝିଅ କୁ

ଦେଶୀ ମଦ ବ୍ୟବସାୟ କୁ ନେଇ ଚାଲିଛି ପ୍ରତିଦ୍ବନ୍ଦିତା..! ମୁଣ୍ଡ ଗଡ଼ିବା ସମ୍ଭାବନା ଅନେକ…!

ଗୁଡ଼ ଓ ୟୁରିଆରେ ଚାଲିଛି ବିଷାକ୍ତ ମଦ ପ୍ରସ୍ତୁତ….! ବଟି ନେଇ ନିଘୋଡ଼ ନିଦରେ ପ୍ରଶାସନ...! କେବଳ କାଗଜ କଲମରେ ମହୁଲ ମଦ..., ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦେଶୀ ମଦ ପ୍ରସ୍ତୁତ ମହୁଲ ନାଁ ରେ ସରକାରୀ ଦେଶୀ ଭାଟି ରହିଛି। ଅବକାରୀ ବିଭାଗ ର ସିଂହ ଭାଗ ଥାଇ ଆସିକା, ଶେରଗଡ଼,

ଡକାୟତି ଯୋଜନା ବେଳେ ମାଡି ବସିଲା ହିଞ୍ଜିଳି ପୁଲିସ୫ ଗିରଫ, ୨ ପିସ୍ତଲ, ୩ ଜୀବନ୍ତ ଗୁଳି ସମେତ ଶାବଳ, ହାତୁଡି, ଖଣ୍ଡା,…

ହତ୍ୟା, ଡକାୟତି, ଚୋରୀ, ରାହାଜାନୀ ଭଳି ସଙ୍ଗୀନ ଅପରାଧିକ ମାମଲାରେ ଜଡିତ ଗିରଫ ଅଭିଯୁକ୍ତ ହିଞ୍ଜିଳିକାଟୁ, ୧୩।୫ (): ଗତ କିଛି ଦିନ ଧରି ୫ ଜଣ ଯୁବକ ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଆସୁଥିଲେ। ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପିତଳ

ବଡ଼ ଅପରାଧ ଯୋଜନା କୁ ପଣ୍ଡ କଲା ଗଞ୍ଜାମ ପୋଲିସ : ବନ୍ଧା ହେଲେ ୨୦ ଅପରାଧି,୮ ଟି ମାଉଜର ଓ ୩୧ ଟି ଜୀବନ୍ତ ଗୁଳି…

କେରାଣ୍ଡି ପଡୁଛି ଭାକୁର କେବେ...?? ମାଉଜର ଟାର୍ଗେଟ ରେ କିଏ କିଏ ….? ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲିସକୁ ପୁଣି ଏକ ଦ୍ୱିତୀୟ ସଫଳତା ମିଳିଛି। ଚଳିତ ମାସ ୪ ତାରିଖ ରେ ୧୮ ଅପରାଧିକୁ ଧରିବାରେ ସଫଳ ହୋଇଥିଲା ଗଞ୍ଜାମ ପୋଲିସ। ସେମାନଙ୍କ ଠାରୁ କଟକ ବନ୍ଧୁକ

ଚୋରା ବାଲି ଚାଲାଣ ବେଳେ ଆସିକା ପୋଲିସ ଦ୍ୱାରା ୩ଟି ଟ୍ରାକ୍ଟର ଜବତ ୩ ଗିରଫ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହି ଠାରେ ଥିବା ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଛି। ଆସିକା ଥାନା ଅଧିକାରୀ କୁଳମଣୀ ସେଠି ପେଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ଟ୍ରାକ୍ଟର ରେ ବାଲି ଚାଲାଣ ହେଉଥିବା

ମଦ ନିଶା ନେଲା ଦୁଇ ଜୀବନ : ଭିଣେଇର ତିର ମାଡ଼ରେ ଦୁଇ ଶଳା ମୃତ ଜଣେ ଗୁରୁତର…

ମାଲକାନଗିରି// ଚିତ୍ରକୋଣ୍ଡା :- ୧୨।୦୫ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ କୁପାଗୁଡ଼ା ଗ୍ରାମର ରାଜୁ ଖେମୁଡୂ,କୁଞ୍ଜ ଖେମୁଡୁ,କ୍ରିଷ୍ଣା ଖେମୁଡୁ ଗତକାଲି ନିଜ ଭଉଣୀ ଘରକୁ ଦଶାହ କାର୍ଯ୍ୟରେ ଯୋଗଦେବାପାଇଁ ସିଲେରୁ ଯାଇଥିଲେ।ସେଠାରେ ଭିଣେଇ ଓ ଶଳା

ଅଶାନ୍ତ ହୋଇପଡିଛି ପାତିସୋନପୁର :ଠାକୁରାଣୀ ଯାତ୍ରାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମୁହାଁମୁହିଁ…

ଆକ୍ରମଣ ଓ ପ୍ରତିଆକ୍ରମଣ ରେ ଏକାଧିକ ଆହତ.. କିଛି ପୋଲିସ କର୍ମଚାରୀ ବି ଆହତ.. ବ୍ରହ୍ମପୁର ---- ଗୋଳନ୍ଥରା ଥାନା ଅନ୍ତର୍ଗତ ପାତି ସୋନପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ।ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ପଥର ମାଡ଼ ଯାହାଫଳରେ . ଏକାଧିକ ଆହତ ହୋଇଥିବା

ହୋଟେଲ-ଲର୍ଡ଼ଜ-ଫାର୍ମ ହାଉସ ଏବେ ଅପରାଧତତ୍ତ୍ୱ ଙ୍କ ଆଡ୍ଡା : ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ…!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅପରାଧ ଜଗତ ସହ ସମ୍ପୃକ୍ତି ଥିବା ଯୁବକ ମାନେ ଏବେ ହୋଟେଲ, ଲର୍ଡ଼ଜ ଓ ଫାର୍ମ ହାଉସରେ ରହି ସେମାନଙ୍କ ନେଟୱାର୍କ ରେ ବିଭିନ୍ନ କାର୍ଯ୍ୟ ହାସଲ କରୁଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଆସିକା କୁ ଅପରାଧତତ୍ତ୍ୱ ମାନେ ନିଜର ହୋବ କରିଥିବା ଜଣାପଡିଛି। ଏହି

ଫେକ କଲ କରି ଲକ୍ଷାଧୀକ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ତିନି ଗିରଫ…

ମାଲକାନଗିରି, ୮।୫ ମାଲକାନଗିରି ଜିଲ୍ଲା ସଦର ମହକୁମା ଦୁର୍ଗାଗୁଡି ସାହି ସ୍ଥିତ ଜନୈକ ବ୍ୟକ୍ତିଙ୍କୁ ଫୋନ୍ କଲ ମାଧ୍ୟମରେ ଧମକପୂର୍ଣ ବାର୍ତା ଦେବା ସହ ତାଙ୍କ ଠାରୁ ଲକ୍ଷାଧୀକ ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲ।। ଏହି ମାମଲାରେ ମାଲକାନଗିରି ପୋଲିସ