Browsing Category

ଅପରାଧ

ଚିତ୍ରକୋଣ୍ଡା ସରକାରୀ କର୍ମଚାରୀ କରୁଛନ୍ତି ପଣସ ଚୋରୀ …!

ଚିତ୍ରକୋଣ୍ଡା -: ସରକାରୀ ପମ୍ପ ହାଉସ ପରିସର ମଧ୍ୟରୁ ପଣସ ବିକ୍ରି କରିବା ନେଇ ଅଭିଯୋଗ ଆସିଛି ପମ୍ପ ହାଉସ ରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ଅଫିସ ର ପମ୍ପ ହାଉସ ତଦାରଖ କରିବା ନେଇ ନିୟୋଜିତ ହୋଇଛନ୍ତି

ଝରିଗାଁ ଓ ଉମରକୋଟ ଅଞ୍ଚଳରେ ଜୋରସୋରରେ ଚାଲିଛି ଜୁଆ ଖେଳ…

"ବଟି ନେଇ ନଜାଣିଲା ଭଳି ଅଭିନୟ କରୁଛି ପୋଲିସ ପ୍ରଶାସନ"ଉମରକୋଟ /ଝରିଗାଁ:- ( ୧୦/୦୩/୨୦୨୫ )ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ଝରିଗାଁ ବ୍ଲକ ଏବେ ଖୁଡ଼ଖୁଡି ଓ ଜୁଆ ମାଫିଆ ମାନଙ୍କ ରାଜ ଦିନକୁ ଦିନ ବୃଦ୍ଧି ପାଇବା ଦେଖିବାକୁ ମିଲୁଛି।ବର୍ତମାନ ଉମରକୋଟ / ଝୋରୀଗାଁ ବ୍ଲକର ବିଭିନ୍ନ ଗ୍ରାମରେ

ବେଆଇନ ବାଲି ଘାଟରୁ ଟ୍ରକ୍ଟର ଜବତ: ଭଗବାନ ନିର୍ଦ୍ଧେଶ ଦେଇଥିଲେ କି ବାଲି ନେବାକୁ…?..!

ଆସିକା ଏସଡ଼ିପିଓଙ୍କ ନିର୍ଦ୍ଧେଶ ରେ ହୋଇଥିଲା ଚଢ଼ାଉ, ବାଲି ମାଫିଆ ଛାନିଆ…..ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବେଧଡ଼କ ଚୋରା ବାଲି ଚାଲାଣ ରୀତିମତ ହେଉଛି। ଗତ ଶନିବାର ଦିନ କୋଟି ନଡ଼ା ପୋଲିସ ହାବୁଡ଼ରେ ବେଆଇନ ବାଲି ନେଉଥିବ ଏକ ଟ୍ରାକ୍ଟର

ଗୃପ୍ ଟଙ୍କା ମାଗିବାକୁ କେନ୍ଦ୍ର କରି ମାଆ ଓ ଝିଅକୁ ଅସଦାଚରଣ ସହ ହତ୍ୟା ଧମକ ଅଭିଯୋଗ…

ହିଞ୍ଜିଳିକାଟୁ, ୫।୩(): ଗୃପ୍ ଟଙ୍କା ମାଗିବାକୁ କେନ୍ଦ୍ର କରି ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ଝିଅଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ହତ୍ୟା ଧମକ ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ବାଦିଆମ୍ବଗାଁର ଜ୍ୟୋତ୍ସ୍ନା ଜେନା

ବେଆଇନ ଓ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ…

୫୦ ଲକ୍ଷ ଟଙ୍କା ମୁଲ୍ୟର ଗଞ୍ଜେଇ ଜବତ ସହ ୭ ଗିରଫ। ବ୍ରହ୍ମପୁର :- ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ସହର ଉକକଣ୍ଠ କନିଷି- ସିଂହାଳା ରାସ୍ତାର ଏକ ପଡିଆରେ ଚଢ଼ାଉ କରିଥିଲା । ଗଜପତି ଜିଲ୍ଲାକୁ ଦୁଇଟି କାରରେ ଗଞ୍ଜେଇ ଆଣି ଅନ୍ୟ ଏକ କାରକୁ ସ୍ଥାନାନ୍ତର

ଭୁଲ ଇଞ୍ଜେକସନ ଲାଗି ଚାଲିଗଲା ୪ବର୍ଷର ଝିଅର ଜୀବନ, ଡାକ୍ତର ଓ ନର୍ସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା ଓ…

ଛତ୍ରପୁର ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁଲ ଚିକିତ୍ସା ଲାଗି ଜଣେ ୪ବର୍ଷର ଝିଅର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଆଜି ଛତ୍ରପୁର ଆସି ଜିଲାପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଏକ ମାତ୍ର ଝିଅକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବାପା ଓ ମା ଲଢେଇ ଜାରିରଖିବେ ବୋଲି କହିଛନ୍ତି ।

ପ୍ରସିଦ୍ଧ ବଡଯାତ୍ରାକୁ ଆୟୁଧ କରି ଚାଲିଛି ଜୁଆଖେଳ : ପୋଲିସ ସାଜିଛି ନୀରବ ଦ୍ରଷ୍ଟା…

ମାଲକାନଗିରି, ୩।୩ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମାନ୍ୟଂକୋଣ୍ଡା ପ୍ରସିଦ୍ଧ ବଡ଼ ଠାକୁରଙ୍କ ବଡଯାତ୍ରା ଚାଳିଥିବା ବେଳେ ମୁତ୍ୟାଲମା ମନ୍ଦିର ଠାରୁ କିଛି ଦୂରରେ ବେଧଡକ ଭାବେ ଜୁଆଖେଳ ଚାଲିଛି। ପ୍ରତି ଦୁଇ ବର୍ଷକୁ ବଡ ଠାକୁର ମାନ୍ୟଂକୋଣ୍ଡା ପହଞ୍ଚି ପୂଜା ପାଆନ୍ତି ଏବଂ ହଜାର

ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ…

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ବର ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ । କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ୱର୍ ଅଞ୍ଚଳରୁ ଗିରଫ କରିଛି । ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍‌ ଛାଡି ପଳାଇଥିଲା

ସ୍କୁଟି ସହ ଅଭିଯୁକ୍ତ କୁ ଗିରଫ କଲା ଛତ୍ରପୁର ଥାନା ପୋଲିସ…

ଛତ୍ରପୁର,: ଛତ୍ରପୁର ଥାନା ଅଂଚଳ ରେ ଚୋରି ହୋଇଥିବା ଏକ ସ୍କୁଟି ଗାଡି କୁ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ, ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି, ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବୋରି ରମା ଥାନା ଅଂଚଳ ର ଏସକେ. ସମିନ ଓରଫ ସଲିମ(୩୦)