Browsing Category

ଅପରାଧ

ଆସିକା ପଣ୍ୟାଗାର ର ସିସି ଟିଭି ଓ ଧର୍ମକଣ୍ଟା ଅଚଳ ଯୋଗୁଁ ଚାଉଳ ଖାଉଛନ୍ତି ଦୁଇ ଗୋଡ଼ିଆ ମୂଷା…!

ଚାଉଳ ହେରଫେର କୁ ନେଇ ଅଭିଯୋଗ …..! ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା କେନ୍ଦ୍ରୀୟ ପଣ୍ୟା ଗାର ରୁ ହେଉଛି ଚାଉଳ ହେରଫେର ଆସୁଛି ୫୦ କିଗ୍ରା ୫୦୦ ଗ୍ରାମ ଯାଉଛି ୪୫  କିଗ୍ରା ରୁ କମ ଆସିକା ସ୍ଥିତ କର୍ଣ୍ଣୋଳି ସ୍ଥିତ କେନ୍ଦ୍ରୀୟ ପଣ୍ୟଗାର ଏବେ ଦୁର୍ନୀତି ର ପେଣ୍ଠ ପାଲଟିଛି। ଏଠି

କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ; ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଗିରଫ…

କନ୍ଧମାଳ ତା,୨୧/୦୨ : କନ୍ଧମାଳ ଜିଲା ପୁଲିସ ୫ଟି ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୮୫୨ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।ଉଲ୍ଲେଖଯୋଗ୍ୟ ଯେ, କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରା

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…

ମାଲକାନଗିରି: ଘରେ ପଶି ମହିଳାଙ୍କୁ ମଦ ପିଆଇ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ପୁଲିମେଟଲା ଗ୍ରାମର ଭିମା ପଡ଼ିଆମିଙ୍କୁ ଅଟକ ରଖିଛି । ମହିଳାଜଣକ ଘରେ ଏକୁଟିଆ ଥିବାର

ରାଇଘର ଅଞ୍ଚଳ ରେ ଚାଞ୍ଚଲ୍ୟ : ହରିଜନ ଯୁବକକୁ ହତ୍ୟା

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ଉମରକୋଟ / ରାଇଘର ( ୧୫/୦୨/୨୦୨୫) ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ରାଇଘର ଅଞ୍ଚଳ ର ଆଇନ ଶୃଙ୍ଖଳା । ରାଇଘର ବ୍ଲକ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହାର ଫାଇଦା ଉଠାଇ ଦୁର୍ବୃତ୍ତ ମାନେ ବିଭିନ୍ନ ପ୍ରକାରର ଅସାମାଜିକ କର୍ମ ଘଟାଇ ଚାଲିଛନ୍ତି ପୋଲିସ

ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ…

ନୟାଗଡ଼: ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ବଡ଼ଗୋରଡ଼ା ଗ୍ରାମର ତ୍ରିନାଥ ପରିଡାଙ୍କ ପୁଅ ତୋଫାନ ପରିଡ଼ା ନିଜ ସ୍ତ୍ରୀ ରଞ୍ଜିତା ଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ହତ୍ୟା କରି ତୋଫାନ ପରିଡ଼ା ଫେରାର ଅଛନ୍ତି। ସୂଚନା ଅନୁଯାୟୀ ସ୍ୱାମୀ ତୋଫାନ ଏବଂ ସ୍ତ୍ରୀ ରଞ୍ଜିତା ଙ୍କ ମଧ୍ୟରେ ସବୁବେଳେ

ଶିକ୍ଷକ ଅପହରଣ ଘଟଣା: ୩୬ ଘଣ୍ଟା ମଧ୍ୟରେ ଉଦ୍ଧାର, ୩ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ଶିକ୍ଷକ ଅପହରଣ ଘଟଣାର ପର୍ଦ୍ଦାlଫାସ କରିଛି କରଞ୍ଜିଆ ପୁଲିସ। ଅପହରଣ କରାଯାଇଥିବା ଶିକ୍ଷକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣା ସହିତ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି। ଅଭିଯୁକ୍ତମାନେ ହେଲେ ସୌଭାଗ୍ୟ ଦାସ,

ମୁଣ୍ଡମରେଇ ଧାନ ମିଲ ଗୁମାସ୍ତାଙ୍କ ଦାଦାଗିରି :କଟନୀ ଛଟନୀ ପାଇଁ ମାଡ଼ ଖାଇଲେ ସମିତି ସଭ୍ୟ…

ଚାଷୀଙ୍କ ଧାନ ନେଇ ଯାଇଥିବା ସମିତି ସଭ୍ୟଙ୍କୁ ମାଡ ମାରିଲେ ଗୁମାସ୍ତା ଓ ଲେବର ଥାନାରେ ମାମଲା…! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରେଇ ରାଜଲକ୍ଷ୍ମୀ ରାଇସ ମିଲ ଗୁମାସ୍ତାଙ୍କ ଦାଦାଗିରି। ମିଲକୁ ଚାଷୀର ଧାନ ନେଇ ଯାଇଥିବା ଜଗମୋହନ ପଞ୍ଚାୟତର ସମିତି ସଭ୍ୟଙ୍କ ଉପରେ