Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣା: ୨୪ ଘଣ୍ଟା ମଧ୍ୟରେ ୪ ଗିରଫ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋମଣ୍ଡ ମାଙ୍କଡ଼ା ପଥର ଖଣି ଅଞ୍ଚଳରୁ ବେଆଇନ ପଥର ଚୋରା ଚାଲାଣ ଖଣି ମାଫିଆ ମାନଙ୍କ ଦ୍ଵାରା ଓଡ଼ଗାଁ କଦଳୀବନ୍ଧ ଠାରେ ହୋଇଥିବା ଅଜିତ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଓଡ଼ଗାଁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ!-->…
କୋଟପାଡ଼ ପୁରୁଣା ତହସିଲ ପଡିଆରୁ ଆଲ୍ଟୋ କାର ଚୋରି….
କୋରାପୁଟ /କୋଟପାଡ଼ :-12/05/26(ବସନ୍ତ ପେଗଡ଼ ) କୋଟପାଡ଼ ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ସାମ୍ନାକୁ ଆସୁଛି l ହେଲେ ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ସମାଲୋଚନା କରାଯାଉଛି l ଏହିପରି ଏକ ଚୋରି ଘଟଣା କିଛି ଦିନ ପୂର୍ବରୁ ଘଟିଛି ସହର ମଧ୍ୟଭାଗରେ ଥିବା ତହସିଲ ପଡିଆରେ l ସୂଚନା!-->…
ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ, ଜଣେ ଗିରଫ…
ବାଲିଗୁଡା, ତା, ୦୬/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ଅବୈଧ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି l ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ତୁମୁଡିବନ୍ଧ ଥାନା ଲାବଣ୍ୟ ନଗର ଠାରେ ଅବୈଧ ଦେଶୀ ବନ୍ଧୁକ କାରଖାନାରେ ବନ୍ଧୁକ ସାମଗ୍ରୀ ତିଆରି ଓ!-->!-->!-->…
ଜି.ଉଦୟଗିରି ରେ ଚାଞ୍ଚଲ୍ୟ : ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ….!
ହତ୍ୟା ଘଟଣା କୁ ପୋଲିସ ଅପମୃତ୍ୟୁ ମାମଲା କରିବା ପଛରେ ରହସ୍ୟ କଣ….?ଭୁବନେଶ୍ୱର / ବାଲିଗୁଡା : କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକ ଗ୍ରେ ସିଙ୍ଗିଆ ପଞ୍ଚାୟତ ଡ଼କ ରିଙ୍ଗିଆ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ଏକ ଯୁବକର ଗଳିତ ଶବ ଠାବ ହୋଇଛି। ଗାଁ ଲୋକେ ମୃତ ଦେହ ଦେଖି ମୃତକ ଙ୍କ ଘର ଲୋକଙ୍କୁ!-->…
ବ୍ରହ୍ମପୁର ଟାଉନ ଥାନ କୁ ମିଳିଛି ସଫଳତା ଆଇପିଏଲ ବୁକି ସମେତ ନଗଦ ଅର୍ଥ ଜବତ….!
ବ୍ରହ୍ମପୁର: ସାରା ଦେଶରେ ଆଇପିଏଲ ମାନିଆ ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ ବୁକି ମାନେ ପ୍ରତେକ ସହର ରେ ଏଜେଣ୍ଟ ମାନଙ୍କୁ ନିଯୁକ୍ତି ଦେଇ ବ୍ୟାଟିଙ୍ଗ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ସଟ୍ଟା ଖେଳୁଛନ୍ତି। ବ୍ରହ୍ମପୁର ପୋଲିସ ଆଇପିଏଲ କୁ ନେଇ ତତ୍ପରତା ଦେଖାଇଛି ସୂଚନା ଥାଉକି କୌଣସି ବିଶେଷ!-->…
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ…
ବାଲିଗୁଡା,ତା, ୩୦/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା | ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ଉ ଜାରି ରଖି ନଷ୍ଟ କରାଯାଉଛି | ଏ!-->…
ଆସିକା ବିଜୁ ପଟ୍ଟନାୟକ ଛକ ଠାରେ କେଉଁ ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରେ ଜାତୀୟ ରାଜପଥ ର ରେଲିଙ୍ଗ କାଟି ମଲ ପାଇଁ ହେଲା…
ପ୍ରଶାସନ ନିରବ କାହିଁକି...???
ଅପହରଣକାରୀଙ୍କ ଟେର ପାଇ ପାରିଲାନି ପୋଲିସ, ମୁଣ୍ଡ ଜାମିନରେ ଲାଗିଗଲା ଯୁବକଙ୍କ ଜୀବନ ବାଜି…
ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ଆଙ୍ଗୁଠି...
କୋଟିନଡ଼ା ଥାନର ଅଜବ ନୀତି : ମାଡ଼ ଖାଇଥିବା ଯୁବକଙ୍କୁ ନ୍ୟାୟ ପରିବର୍ତ୍ତେ ମୀମାଂସା ପାଇଁ ଚାପ ପ୍ରୟୋଗ……!
ବ୍ରହ୍ମପୁର: ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କୋଟିନଡା ଥାନା ଅନ୍ତର୍ଗତ ବଡ଼ଖୋଲି ଗ୍ରାମରେ ଗତ ସୋମବାର ଦିନ ଜଣେ ଯୁବକଙ୍କୁ ମରଣାତଙ୍କ ଆକ୍ରମଣ କରି ଲହୁ ଲୁହାଣ କରାଯାଇ ଥିଲା। ବଡ଼ଖୋଲି ଗ୍ରାମର ଦିପୁ ନାହାକ ସୁପ ଖାଉଥିବା ସମୟରେ ବଡ଼ଖୋଲି ଗ୍ରାମର ଶମ୍ଭୁ ସ୍ୱାଇଁ ଓ ତାର ସହଯୋଗୀ ମାନେ!-->…
ଆସିକା ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ଛୁରା ମାରି ହତ୍ୟା……!
ବ୍ରହ୍ମପୁର : ଆସିକା ବ୍ଳକ କୋଟିନଡ଼ା ଥାନା ଅନ୍ତର୍ଗତ ଭେଟ୍ଟନଈ ଗ୍ରାମ ମୁଖ୍ୟ ରାସ୍ତା ରେ ଆଜି ସନ୍ଧ୍ୟାରେ ଛୁରୀ ରେ ବାରମ୍ବାର ଭୂସୀବାରୁ ଶିବ ନାହାକ (୩୦) ର ମୃତ୍ୟୁ ହୋଇଛି। ଶିବର ବହୁ ସ୍ଥାନ ରେ ଗଭୀର କ୍ଷତ ରହିଛି। ଛୁରା ମାଡ଼ ପରେ ଗୁରୁତର ଶିବ କୁ ତାର ସମ୍ପର୍କୀୟ ଆସିକା ଉପଖଣ୍ଡ!-->…